Browsing Tag

Rape

ଜେଏନ୍‌ୟୁରେ ଏମ୍‌ସିଏ ଛାତ୍ରୀଙ୍କୁ ଦୁଷ୍କର୍ମ, ଚାକିରି ବାହାନାରେ ଅନ୍ଧାରିଆ ସ୍ଥାନକୁ ନେଇ ଇଜ୍ଜତ ଲୁଟିଲା ଅଭିଯୁକ୍ତ

ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପୀଡ଼ିତା ଏମ୍‌ସିଏର ଛାତ୍ରୀ ଓ ତାଙ୍କ ଅଭିଯୋଗ ଆଧାରରେ ବସନ୍ତ କୁଞ୍ଜ ନର୍ଥ ଥାନା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।…

ମଦ ନିଶାରେ ଝିଅର ଇଜ୍ଜତ ଲୁଟିଲା ଜନ୍ମ କଲା ବାପା, ସହିନପାରି ଜୀବନ ହାରି ଦେଲା ପୀଡ଼ିତା

ଉତ୍ତର ପ୍ରଦେଶ: ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା। ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ। ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ…

ବିବାହ ପ୍ରତିଶ୍ରୁତିରେ କରାଯାଇଥିବା ସେକ୍ସକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ ତାହା ପୀଡ଼ିତାଙ୍କ ସହମତିରେ…

ପ୍ରେମିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କେରଳ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ବିବାହ ପରେ ସେକ୍ସକୁ ସେତେବେଳେ ଦୁଷ୍କର୍ମ ବୋଲି ଧରାଯିବ ଯେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ନିର୍ଣ୍ଣୟାତ୍ମକ ସ୍ୱାଧୀନତାକୁ ଉଲ୍ଲଂଘନ…

୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ଲକ୍ଷ୍ମୌ: ମାମୁ ସାଜିଲା କଂସ। ୫ ବର୍ଷର କୁନି ଭାଣିଜୀକୁ ବଳାତ୍କାର ପରେ ହତ୍ୟା କଲା ମାମୁ। ଭାଣିଜୀକୁ ଆଇସ୍‌କ୍ରିମ୍‌ ଲୋଭ ଦେଖାଇ ଘରୁ ଉଠାଇ ନେବା ପରେ ଜଙ୍ଗଲରେ ତା’ ହାତ ଗୋଡ଼ ବାନ୍ଧି ପ୍ରଥମେ ନିଜ ଦୁସ୍ତ କାବନା ଚରିତାର୍ଥ କଲା। ଭାଣିଜୀ ଯେତେ କାକୁତିମିନତି ହେଲେ ବି ଏହି ପିଶାଚ ମାମୁର…

ବିବାହ ସମୟରେ ବରକୁ ମିଳିଲା କନ୍ୟାର ଦୁଷ୍କର୍ମ ଭିଡିଓ, ସବୁ ଖୁସି କ୍ଷଣକରେ ଗଲା ମଉଳି

ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ। କିନ୍ତୁ ହଠାତ୍‌ ଏମିତି କିଛି ଘଟିଲା, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାହାଘରର ସବୁ ଖୁସି କିଛି କ୍ଷଣକରେ ମଉଳିଗଲା। ଯେତେବେଳେ ବିବାହ ପରେ ପରେ ହଠାତ୍‌ ବର ମୋବାଇଲକୁ ନବବଧୂର ଦୁଷ୍କର୍ମ ଭିଡିଓ ଆସେ। ଆଉ ନିଜ ପତ୍ନୀଙ୍କ…

ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଏୟାରପୋର୍ଟରେ ମାଡିବସିଲା ପୋଲିସ

ବିମାନରେ ବସି ଦୂର ସ୍ଥାନକୁ ଯାତ୍ରା କରିବା କାହାକୁ ବା ଭଲ ନ ଲାଗେ। ବେଳେ ବେଳେ ବିମାନରେ ବସି ଉଡିବାର ମଜା ନେବା ପାଇଁ ଅନେକ ଲୋକ ଚାହିଁଥାନ୍ତି। କିନ୍ତୁ ବିମାନରେ ଯାତ୍ରା କରିବା କାହା ପାଇଁ ମହଙ୍ଗା ହୋଇପାରେ, ସେକଥା ହୁଏତ କେହି ଭାବିନଥିବ। ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରୁ…

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କାର ଜରିମାନା

କଟକ(କେନ୍ଯୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍‌ସୋ ଅଦାଲତ। ୧୬ଟି ପ୍ରମାଣ ତଥ୍ୟ ଓ ୧୬…

ଦୁଃଷ୍କର୍ମ ପରେ ମା’ ହୋଇଥିଲା ୧୫ ବର୍ଷର ଝିଅ, ରାଗରେ ତଣ୍ଟି ଚିପି ମାରିଦେଲା ଛୁଆକୁ; ଏମିତି ପତ୍ତା ଲଗାଇଲା ପୋଲିସ

ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କଲା ନାବାଳିକା ଦୁଷ୍କର୍ମ ପୀଡ଼ିତା। ସାଙ୍ଗ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଗର୍ଭବତୀ ହୋଇଥିଲା ଏହି ଝିଅଟି। କିନ୍ତୁ ବୟସ କମ୍‌ ଥିବାରୁ ଓ ଦୁନିଆକୁ ଭଲ ଭାବେ ଜାଣିନଥିବାରୁ ସେ ସନ୍ତାନ ଚାହୁଁନଥିଲା। ନିଜକୁ ସେ ଅନ୍ୟମାନଙ୍କ ଭଳି ଗଢ଼ି…

ସାଙ୍ଗର ଗର୍ଭବତୀ ସ୍ତ୍ରୀକୁ ସାଙ୍ଗ କଲା ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଚାନ୍ଦବାଲି(କେନ୍ୟୁଜ୍‌) : ବିଶ୍ୱାସରେ ବିଷ ଦେଲା ସାଙ୍ଗ । ସାଙ୍ଗ ଭଳି ପବିତ୍ର ସମ୍ପର୍କକୁ କରିଦେଲା କଦାକାର । ସାଙ୍ଗର ଗର୍ଭବତୀ ସ୍ତ୍ରୀକୁ କଲା ଦୁଷ୍କର୍ମ । ପୋଲିସ ଅଭିଯୁକ୍ତ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଅଭିଯୋଗ…

ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ନବରଙ୍ଗପୁର(କେନ୍ଯୁଜ୍): ପୁଣି ଲଜ୍ଜା। ପୋଲିସ୍ ପ୍ରଶାସନ ଯେତେ କଠୋର ନିତି ଅବଲମ୍ବନ କଲେ ବି ଅପରାଧିଙ୍କ କାର୍ଯ୍ଯକଳାପ ଥମିବାର ନା ଧରୁନି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ।  ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ…

ସୀମା ପାର କଲା ଲଜ୍ଜା: ଘରେ ଛାଡିଦେବାକୁ କହି ୫୫ ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ

କରଞ୍ଜିଆ(କେନ୍ଯୁଜ୍): ବେଳେ ବେଳେ ସମାଜରେ ଏପରି ନାରକୀୟ କାଣ୍ଡ ଘଟିଯାଏ ଯାହାକୁ ଏକ ସଭ୍ୟ ସମାଜ ପକ୍ଷେ ସହ୍ୟ କରିବା ଅସମ୍ଭବ ହୁଏ । ମଣିଷ ଏଠି ପାଲଟି ଯାଏ ସୈତାନ । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆପଣଙ୍କ ରକ୍ତ ଗରମ ହୋଇଯିବ। ପୁଣି ସିମା…

ଚାଓମିନ୍‌ ଦେଇ ଭାଇକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ସମ୍ପର୍କୀୟ ଭାଇ, ସଫଳ ନ ହେବାରୁ ନେଲା ଜୀବନ

ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଭାଇର ଜୀବନ ନେଲା ଭାଇ। ଉତ୍ତର ପ୍ରଦେଶର ମଥୁରାରୁ ଆସିଛି ଏଭଳି ଛାତିଥରା ମାମଲା। ଏଠାରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ତା’ ସମ୍ପର୍କୀୟ ଭାଇ ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ଯେ ସମ୍ପର୍କୀୟ ଭାଇ ଜଣକ ଏହି…