Browsing Tag

rishabh pant

ରିଷଭ ପନ୍ତଙ୍କୁ ହାତ ଯୋଡି କ୍ଷମା ମାଗିଲେ ଉର୍ବଶୀ, କହିଲେ-ମୋତେ କ୍ଷମା କରିଦିଅ… ଏବେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ କ୍ରିକେଟର ରିଷଭ୍ ପନ୍ତଙ୍କୁ ନେଇ ବର୍ତ୍ତମାନ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଛି । ଯେଉଁଥିପାଇଁ ଦୁହେଁ ପରୋକ୍ଷ ଭାବରେ ବିଭିନ୍ନ ଅବସରରେ ଦୁହିଁଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଘଟଣାଟି ସେତେବେଳେ ଆରମ୍ଭ ହୋଇଥିଲା…

ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କହିଲେ ଚାଲିଛି…

ଉର୍ବଶୀ ରୌତେଲା ଫିଲ୍ମ ନୁହେଁ ନିଜର ରିଲେସନସିପକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀଙ୍କ ନାମ ସବୁବେଳେ ଭାରତୀୟ କ୍ରିକେଟ ଟିମର ଖେଳାଳି ରିଷଭ ପନ୍ତଙ୍କ ସହିତ ଯୋଡା ହୁଏ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଥିବା ଲୁଚାଛପା ଝଗଡା ସମସ୍ତଙ୍କ ସାମ୍ନାକୁ ଆସିଛି। ପୂର୍ବରୁ…

ପୁଣି ସୋସିଆଲ ମିଡିଆରେ ପୋଷ୍ଟ୍‍ ସେୟାର କଲେ ରିଷଭ୍‌ ପନ୍ତ, କହିଲେ, ‘ଯାହା ଆପଣଙ୍କ କଣ୍ଟ୍ରୋଲରେ ନାହିଁ…’

ଭାରତର ଷ୍ଟାର୍‌ ଓ୍ଵିକେଟକିପର ବ୍ୟାଟ୍ସମ୍ୟାନ ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାମ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ଏବେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଚାଲିଛି। ଏହା ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଇତି ମଧ୍ୟରେ…

ରିଷଭ୍‌ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ କଡ଼ା ଜବାବ! କହିଲେ, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌’

ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ। ଏବେ ଉର୍ବଶୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ…

ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ରାଗିଗଲେ ରିଷଭ୍‌ ପନ୍ତ! କହିଲେ, ‘ଭଉଣୀ ମୋ ପିଛା ଛାଡ଼ିଦିଅ’

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ, ତାଙ୍କ ନାମ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ି ହୋଇ ସାରିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ଉର୍ବଶୀ ନିଜର ଓ ରିଷଭ୍‌ଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତ ଘଟଣାକୁ…

ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରିଷଭ ପନ୍ତ, ବିଧାନସଭାରେ ହେବେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଷ୍ଟାର୍ ଓ୍ୱିକେଟକିପର୍ ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ…

ଇନଷ୍ଟାଗ୍ରାମ ଲାଇଭ୍‌ରେ ଆସିଲେ ପନ୍ତ- ରୋହିତ- ସୂର୍ଯ୍ୟକୁମାର ଏବଂ ଚହଲ, ପନ୍ତ କହିଲେ ‘ମାହି ଭାଇଙ୍କୁ ଟିକେ ରଖ’

ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶି ଲାଇଭ୍ କରିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ…

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଦମଦାର ପାଳି ଖେଳି ଶତକ ହାସଲ କଲେ ରିଷଭ ପନ୍ତ, ୧୧୧ ବଲରେ କଲେ ୧୪୬ ରନ୍

କେନ୍ୟୁଜ୍: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ରିଷଭ ପନ୍ତଙ୍କ ବିସ୍ଫୋରକ ଶତକ । ଦମଦାର ପାଳି ଖେଳି ଶତକ ହାସଲ କରିଛନ୍ତି ରିଷଭ । ୮୯ ବଲରେ ଶତକ କରିଛନ୍ତି । ୧୧୧ ବଲ ଖେଳି ୧୪୬ ରନ କରିଥିଲେ । ଫଳରେ ଭାରତ ସମ୍ମାନଜନକ ସ୍ଥିତିରେ ପହଞ୍ଚିଛି । ପନ୍ତଙ୍କ ପାଳିରେ ରହିଛି ୧୫ଟି ଚୌକା ଓ ଗୋଟିଏ…

ଆଜି ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ କରିବାର ସୁଯୋଗ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ କେବେ ବି ଜିତିନି ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ପଞ୍ଚମ ଟି-୨୦ ମ୍ୟାଚ୍‌। ବାଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତିସାରିଛନ୍ତି । ଆଜିର ମ୍ୟାଚ ନିର୍ଣ୍ଣାୟକ ହେବ। ଆଉ ଯଦି ଭାରତୀୟ ଟିମ୍‌ର…

ପ୍ରଥମ ଟି-୨୦ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ଜିତିଲା ସାଉଥ ଆଫ୍ରିକା

ପ୍ରଥମ ଟି-୨୦ ହାରିଲା ଟିମ୍‌ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଠାରୁ ୭ ୱିକେଟରେ ପରାଜିତ ହେଲା ଟିମ୍ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ କରିଥିଲା। ଯାହାର ଜବାବରେ ସାଉଥ ଆଫ୍ରିକା ଟିମ୍‌ ଆଉ ୫ଟି ବଲ୍‌ ବାକି ଥାଇ ମ୍ୟାଚ ବିଜୟ ହାସିଲ କରିଛି। ଏହି ମ୍ୟାଚରେ ଅତିଥି ଟିମ୍…

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରାହୁଲ, ହେଲେ ପନ୍ତ ମଧ୍ୟ ମ୍ୟାଚ୍‌ ହାତେଇବାକୁ ପ୍ରସ୍ତୁତ

ଆଜିର ଆଇପିଏଲ୍ର ୪୫ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସୁପରଜିଆଣ୍ଟସ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ। ନିକଟରେ ଦିଲ୍ଲୀ…

ରାଗି ଯାଇ ବ୍ୟାଟରଙ୍କୁ ପ୍ୟାଭିଲିଅନ ଡାକିଲେ ପନ୍ତ, ତେଣୁ କୁଲଦୀପଙ୍କୁ ଚାପୁଡା ମାରିଲେ ଚହଲ: ଦେଖନ୍ତୁ ଭିଡିଓ

ଆଇପିଏଲ୍‌ ୨୦୨୨ ସିଜିନରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ ଟିମ୍‌ର ଅଧିନାୟକ ଋଷଭ…