Browsing Tag

rishi kumar sukla

ଋଷି କୁମାରଙ୍କୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ବିବାଦ, ଆପତ୍ତି ଉଠାଇଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ବହୁ କସରତ ଭିତରେ ସିବିଆଇ ପାଇଁ ମିଳିଲା ନୂଆ ନିର୍ଦ୍ଦେଶକ । ୧୯୮୩ ବ୍ୟାଚର ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ହେବେ ନୂଆ ସିବିଆଇ ବସ୍ । ଋଷିଙ୍କ ନାଁରେ ସିଲେକ୍ସନ କମିଟି ମୋହର ମାରିଛି । ତେବେ ତାଙ୍କ ନିଯୁକ୍ତିକୁ ନେଇ ଏବେ ଦେଖାଦେଉଛି ବିବାଦ । ନିଯୁକ୍ତିକୁ ନେଇ ଆପତ୍ତି…