Browsing Tag

rita baranwal

କିଏ ଏହି ଭାରତୀୟ ମହିଳା ଯାହାଙ୍କୁ ଭେଟିବାକୁ ଉତ୍କଣ୍ଠାର ଅପେକ୍ଷା କରିଛନ୍ତି ଏତେ ଲୋକ, ଟ୍ରମ୍ପଙ୍କ ସହ ଆସୁଛନ୍ତି…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଆଉ ତାଙ୍କ ସହିତ ଆସୁଛନ୍ତି ରୀତା ବରନଓ୍ଵାଲ। ଆମେରିକାରେ ପରମାଣୁ ଉର୍ଜା ବିଭାଗରେ ସେ ମୁଖ୍ୟ ବା ହେଡ୍‌ ଅଟନ୍ତି। ତାଙ୍କର ଜନ୍ମ ଉତ୍ତରପ୍ରଦେଶ ବସ୍ତି ଜିଲ୍ଳାର କଲଓ୍ଵାରୀ ଥାନା ଅଞ୍ଚଳର ବାହାଦୁରପୁର ଗାଁରେ।…