Browsing Tag

rita wilson

ହଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତା ଓ ତାଙ୍କ ଅଭିନେତ୍ରୀ ପତ୍ନୀଙ୍କୁ କରୋନା, ଟ୍ଵିଟ୍‌ କରି ଦେଲେ ସୂଚନା

ହଲିଉଡ୍‌ ଷ୍ଟାର ଟମ୍‌ ହାଙ୍କସ୍‌ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରୀତା ଓ୍ଵିଲସନ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ବୋଲି ଟ୍ଵିଟର ମାଧ୍ୟମରେ ଜଣାଇଛନ୍ତି ଏହି ଅଭିନେତା। ବର୍ତ୍ତମାନ ସେମାନେ ଅଷ୍ଟ୍ରେଲିଆରେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆକୁ ଆସିବା ପରେ ଏହି ୬୩ ବର୍ଷୀୟ ଅଭିନେତାଙ୍କୁ ପ୍ରଥମେ…