Browsing Tag

river

ବାଲିଗୁଡା : ଡଙ୍ଗା ଆଣିବାକୁ ଯାଇ ନଦୀରେ ଭାସି ଗଲେ ଯୁବକ, ମିଳିପାରୁନାହିଁ ସନ୍ଧାନ

ବାଲିଗୁଡା (କେନ୍ୟୁଜ): ନଦୀରେ ଭାସି ଯୁବକ ନିଖୋଜ l ନିଖୋଜ ଯୁବକ ହେଲେ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ। ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ ବେନ୍ଦି ଭାସି ଯାଇଛନ୍ତି। ଖଡ୍ଗ ନଦୀର ଇନ୍ଦୀରାଜ କୂଳକୁ ଡ଼ଙ୍ଗା ଫେରେଇ ଆଣିବାକୁ ଯୁବକ ଜଣକ…

ଛାତିଥରା ଘଟଣା: ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଓ ଶିଶୁପୁତ୍ର, ଭଗବାନ ସାଜି ଜୀବନ ବଞ୍ଚାଇଲେ ଯୁବକ

ରାୟଗଡା (କେନ୍ୟୁଜ) : ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଶିଶୁପୁତ୍ର। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରେ। ଉକ୍ତ ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ଶିଶୁପୁତ୍ର ଧରି ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ।…

ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ (କେନ୍ୟୁଜ): ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ। ବ୍ରିଜ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନରୁ ଭାଇକୁ ଫୋନ କରିବା ପରେ ନଈକୁ ଡେଇଁ ପଡ଼ିଥିଲେ ଯୁବତୀ । ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗେଲଟିଆ…

ଉପରମୁଣ୍ଡରେ ବର୍ଷା ପରେ ଫୁଲିଛିି ମହାନଦୀ ,୧୨ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

କଟକ (କେନ୍ୟୁଜ): ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ । ବଢ଼ିଛି ହୀରାକୁଦ ଡ୍ୟାମର ଜଳସ୍ତର । ୫ଟି ଗେଟ୍‌ ଦେଇ ବର୍ଷର ପ୍ରଥମ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୧୩.୩୫ ଘନଫୁଟ । ଉପର ମୁଣ୍ଡରେ…

ରହସ୍ୟମୟ ଢ଼ଙ୍ଗରେ ନଦୀର ପାଣି ହୋଇଗଲା ନାରଙ୍ଗୀ, ବାହାରକୁ ଆସି ଛଟପଟ ହୋଇ ମରୁଛନ୍ତି ଜୀବ

ଦୁନିଆରେ ପ୍ରାୟ ପ୍ରତ୍ୟେକ ଦିନ ଅଦ୍ଭୁତ ଘଟଣା ସବୁ ଘଟୁଥାଏ। ଯାହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚଯ୍ୟର୍ରେ ପଡିଯାଆନ୍ତି। ସତରେ କଣ ଏମିତି ଅଦ୍ଭୁତ ଘଟଣା ଏ ଦୁନିଆରେ ଘଟୁଛୀ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଲୋକେ ଚକିତ ହୋଇଯାଉଛନ୍ତି। ଆମେ…

ମଝି ନଦୀରେ ଓଲଟିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ। ଦୁଇ ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଓରାପଦର ଗାଁର । ଆଜି ନାରିଙ୍ଗ ଝୋଲା ଗାଁ ରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନି ଜଣ…

ମଣିଷ ଜୀବନକୁ ଦୁର୍ବିସହ କରି ରଖିଛନ୍ତି ଏହିସବୁ ବିପଜ୍ଜନକ ନଦୀ

ଆପଣ ଅନେକ ନଦୀ ଦେଖିଥିବେ। କିନ୍ତୁ ଦୁନିଆରେ ଏମିତି କିଛି ନଦୀ ଅଛି ଯାହା ଅତ୍ୟନ୍ତ ବିପଜ୍ଜନକ । ପ୍ରକୃତି ଦତ୍ତ କିଛି ନଦୀ ଏମିତି ଅଛି ଯାହା କୁ ଦେଖିଲେ ବି ଭୟ ଲାଗିବ । ସେଥିରେ ଯିବା ମାନେ ନିଜ ଜୀବନକୁ ପାଣି ଛଡ଼ାଇବା ସହ ସମାନ। କିଛି ନଦୀ ପାଣିରେ ଝରଣା ପାଣି ମିଶିଥାଏ ଏହା ସହ ବର୍ଷା…

ଦୁର୍ବଳ ହୋଇଛି ଲଘୁଚାପ: ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର, ଆଜିବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା କମିବା ପରେ ଏବେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈଚରଣୀ…

ନଦୀରେ କୁମ୍ଭୀର ସହ ପହଁରିଲେ ଯୁବକ, ମୁହଁ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ହେଲା କିଛି ଏମିତି

ଅନେକ ଯାତ୍ରୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଛିଡା ରହିବା ଏବଂ ବୁଲିବା ଖୁବ୍‌ ସୁନ୍ଦର ଅଭିଜ୍ଞତା ହୋଇପାରେ। ସେହିଭଳି ଡଲଫିନ୍‌ ସହ ପାଣିରେ ମଜା ଉଠାଇବାରେ ମଧ୍ୟ ଅନେକ ଯାତ୍ରୀଙ୍କ ଭଲ ଅନୁଭବ ରହିଥାଏ। ଅନେକ ସ୍ଥାନରେ ଜଙ୍ଗଲୀ ସୁଅର ସହ ମଧ୍ୟ ଲୋକମାନେ ସମୁଦ୍ରରେ ବୁଡିଥାନ୍ତି। ସେହିଭଳି…

ବିଶ୍ୱର ଏମିତି ଏକ ନଦୀ, ଯେଉଁଠି ପାଣି ସହ ଭାସିଥାଏ ସୁନା

ସୁନା ପ୍ରତି ପ୍ରାୟ ସମସ୍ତଙ୍କର ଆକୃଷ୍ଟତା ଥାଏ । ନିଜ ସଞ୍ଚିତ ଅର୍ଥରେ କେମିତି ଅଧିକ ରୁ ଅଧିକ ସୁନା କିଣିବେ ଏଥିପାଇଁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି ।କାରଣ କୌଣସି ବିପଦ ସମୟରେ ସୁନା ହିଁ କାମରେ ଆସିଥାଏ । କିନ୍ତୁ ଆପଣ ଯଦି କୌଣସି ନଦୀରେ ସୁନା ଭାସୁଥିବା କଥା ଶୁଣିବେ ତେବେ ନିହାତି…

ଜଳକା ପାଇଁ ଚିନ୍ତା ଘାରିଛି, ନଦୀବନ୍ଧର ଦୁର୍ବଳ ପଥର ପ୍ୟାକିଂ ୫୦ଖଣ୍ଡ ଗାଁର ଦୁଃଖ ବଢାଉଛି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଛି ଜଳକା ନଦୀ। ବର୍ଷାଦିନେ ସାମାନ୍ୟ ବର୍ଷା ହେଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥାଏ ନଦୀ। ଏଥିପାଇଁ ନଦୀବନ୍ଧରେ ପଥର ପ୍ୟାକିଂ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ସ୍ଥାନୀୟ ଲୋକେ।…

ପ୍ଲାଷ୍ଟିକ ଡ୍ରମ ପାଲଟିଲା ସବାରୀ, ଉଛୁଳା ବଢି ପାଣିରେ ଏମିତି ବିଦା ହେଲା କନ୍ୟା

ବହାଘର ଏକ ଏମିତି ପରମ୍ପରା ଯାହାର ସ୍ମୃତିକୁ ଚିରସତେଜ ରଖିବା ପାଇଁ ଅନେକ ଲୋକ ବ୍ୟୟବହୁଳ କିମ୍ବା ଅଦ୍ୱିତୀୟ ଭାବେ ସମାପନ କରିଥାନ୍ତି। ହେଲେ କେହି କେବେ ବି ଶୁଣିନଥିବେ ଜୀବନ ସହ ସଂଘର୍ଷ କରି ଗଭୀର ଜଳରେ ନବଦମ୍ପତିଙ୍କୁ ବିଦାୟୀ କରୁଥିବାର। କାଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।…