Browsing Tag

river pollution

ରାଜ୍ୟର ୧୯ଟି ନଦୀରେ ନର୍ଦ୍ଦମା ପାଣି, ପ୍ରତିକାର ପାଇଁ ନିର୍ମାଣ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

କେନ୍ୟୁଜ୍: ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରୁ ୧୯ ନଦୀରେ ନର୍ଦ୍ଦମା ଜଳ ମିଶି ପ୍ରଦୂଷିତ ହେଉଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ପ୍ରଦୂଷଣ ନଦୀ ତାଲିକାରେ ମହାନଦୀ, ବ୍ରାହ୍ମଣୀ, ଋଷିକୂଲ୍ୟା, ବୁଢାବଳଙ୍ଗ, କାଠଯୋଡ଼ି, ଦୟା…