Browsing Tag

river wall collapse

କଟକ: ନିଶ୍ଚିନ୍ତକୋଇଲି ପିଂପୁର ମହାନଦୀର ଧସିଲା ବନ୍ଧ, ଆତଙ୍କିତ ଅଞ୍ଚଳବାସୀ

ମାହାଙ୍ଗା(କେନ୍ୟୁଜ୍):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀର ଧସିଲା ବନ୍ଧ।  ପାଖାପାଖି ୧୨ ଫୁଟ ଉଚ୍ଚରୁ ଉର୍ଦ୍ଧ୍ବ ମାଟି ଅତଡା ଧସିଯାଇଛି। ବନ୍ଧକୁ ଯୁଦ୍ଧ କାଳୀନ ଭିତ୍ତିରେ  ମରାମତି କରିବା ପାଇଁ ଏସଡିଓ ଓ ଜେଇ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ପାଖାପାଖି ୨୦୦ ଶ୍ରମିକ…