Browsing Tag

road

ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ; ତାତିଲେ ମହିଳା, ହାଣ୍ଡି ମାଠିଆ ଧରି କଲେ ରାଜପଥ‌ ଅବରୋଧ

କୋରାପୁଟ (କେନ୍ୟୁଜ): ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ । ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଉଥିବାବେଳେ ପିଇବାପାଣି ସଙ୍କଟ । ଗ୍ରୀଷ୍ମର ଦାଉ ସାଙ୍ଗକୁ ପାନୀୟ ଜଳ ନ ମିଳିବାରୁ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ସଦର…

ଆଉ ଦୁର୍ଘଟଣା କ୍ଲେମ୍ ପାଇଁ କରିବାକୁ ପଡିବନି ଅପେକ୍ଷା, ଏପ୍ରିଲ୍ -୧ରୁ ସଡକ ପରିବହନ-ମନ୍ତ୍ରଣାଳୟ ଲାଗୁ କରିବେ ଏହି…

ନୂଆଦିଲ୍ଲୀ : ଭାରତରେ ଏକ ସଡ଼କ ଦୁର୍ଘଟଣା ପରେ ବୀମା କ୍ଲେମ୍ ପାଇଁ ପ୍ରାୟତଃ ବିଳମ୍ବ ହୋଇଥାଏ । ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ମୋଟର ହ୍ୱିଲ ଆକ୍ଟ ଆଇନରେ ସଂଶୋଧନ କରିଛନ୍ତି । ଏହା ପରେ ଦାବି କରିବା ପାଇଁ ସହଜ ହୋଇପାରିବ…

ଦେଖନ୍ତୁ ଏହି ଲୋମ ଟାଙ୍କୁରା ଦୃଶ୍ୟ , ୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ

ସଡ଼କ ଦୁର୍ଘଟଣାର ଅନେକ ଭୟାନକ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଭିଡିଓ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଯିବ । ଏହି ଭିଡିଓରେ ଆପଣ ଦେଖିବେ ଯେ ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ ମଧ୍ୟରେ ଟ୍ରକ୍ ତଳେ ଚାପି ହେଉ ହେଉ ବଞ୍ଚିଯାଇଛନ୍ତି…

ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା। ଆଦିବାସୀ…

ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ରାସ୍ତା ତିଆରି କରି ଉଦାହରଣ ପାଲଟିଲେ ଦୁବୁଲାବେଡା ବାସିନ୍ଦା

ରାଇରଙ୍ଗପୁର: ଖଣ୍ଡିଏ ରାସ୍ତା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରୀ କରି କରି ଥକି ଯାଇଥିଲେ ଏହି ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ଭରଷା ତୁଟିଗଲା । ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡିଲେ। ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଦୁବୁଲାବେଡା ଗ୍ରାମରେ ଦେଖିବାକୁ ମିଳିଛି…

ବ୍ୟବହାର ପରେ ଫିଙ୍ଗା ଯାଇଥିବା ମାସ୍କରୁ ନିର୍ମାଣ ହେବ ମଜଭୁତ ରାସ୍ତା, ୧ କିମି ଲମ୍ବା ରୋଡ୍‌ ବନାଇବାରେ ଲାଗିବ ୩୦…

କରୋନା ମହାମାରୀଠୁ ବଞ୍ଚିବା ପାଇଁ ଫେସ୍‌ ମାସ୍କ ସବୁଠାରୁ ଅଧିକ ପ୍ରଭାବୀ ବୋଲି କୁହାଯାଉଛି। ୨୦୨୦ ଠାରୁ ମାସ୍କ ବ୍ୟବହାର ଅଧିକ ବଢ଼ିଯାଇଛି। ତେଣୁ ସବୁଠାରୁ ଅଧିକ ଆବର୍ଜନା ବ୍ୟବହୃତ ମାସ୍କରୁ ହିଁ ବାହାରୁଛି। ତେବେ ଏହି ଆବର୍ଜନାରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ନୂଆ ଟେକ୍ନିକ୍‌ ବାହାର…

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ପ୍ରଶାସନ ନଶୁଣିବାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲା ସଚେତନ ନାଗରିକ ମଞ୍ଚ

ଯାଜପୁର (କେ ନ୍ୟୁଜ ) : ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଚଣ୍ଡିଖୋଲ ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ବ୍ରିଜ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ। ପ୍ରତ୍ୟହ ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ହେଉଛି।…

ଦୁଃଖ ଶୁଣିଲେନି ସରକାର, ନିଜ ପରିଶ୍ରମରେ କଲେ ଦୀର୍ଘତମ ରୋଡ, ଆଉ ବନିଗଲେ ଲୋକାଲ ହିରୋ

କଥାରେ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟି ସତ ହୋଇଛି କେନିଆ କାଗଣ୍ଡା ଗାଁର ମୁଚାମି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ । ଗାଁରୁ ବଜାରକୁ ଯିବା ପାଇଁ ନିତିଦିନଆ ରାସ୍ତା ଖଣ୍ଡେ ନଥିବାରୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା ଗ୍ରାମବାସୀଙ୍କୁ । ଏଥିପାଇଁ…

ହଠାତ୍ ରାସ୍ତା ଧସି ଖସିଲା କାର୍-ଅଟୋ : ବିଜେପି କହିଲା କେଜରିୱାଲ ଦିଲ୍ଲୀକୁ ପଠାଇଲା ୨୦ ବର୍ଷ ପୂର୍ବକୁ

ନୂଆଦିଲ୍ଲୀ : ବାବରପୁର ଅଞ୍ଚଳର ମୋଜପୁର ମେଟ୍ରୋ ଷ୍ଟେସନ ତଳ ରାସ୍ତାରେ ସିବର ପାଇପ୍ ଲାଇନ୍ ଫାଟିବାରୁ ହଠାତ୍ ରାସ୍ତା ତଳକୁ ଧସିଯାଇଥିଲା। ଏହି ଘଟଣା କାଲି ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। ରାସ୍ତା ଧସିବାରୁ ସେଠାରେ ୧୫ ଢ ୩୦ ଫୁଟର ଏକ ଗାତ ତିଆରି ହୋଇଯାଇଛି। ଘଟଣା ଏତେ ତୀବ୍ର ରହିଥିଲା…

କେବେ ଭାବିଛନ୍ତି କି, ରାସ୍ତାରେ କାହିଁକି ରହିଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ସାଧାରଣତଃ ଆମେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତାୟତ କରୁଥିବା ସମୟରେ ରାସ୍ତା କଡ଼ରେ ମାଇଲଖୁଣ୍ଟ ଲେଖାହୋଇଥିବା ଦେଖିଥାଉ। ଯାହା ଦ୍ବାରା ଆମେ ଯାଉଥିବା ସ୍ଥାନକୁ ଥିବା ଦୂରତା ଜାଣିପାରିଥାଉ। କିନ୍ତୁ ଏହି ସମୟରେ ଆପଣ କେବେ ଏହାର ରଙ୍ଗ ଉପରେ ଧ୍ୟାନ ଦେଇଛନ୍ତି କି? ଆଜ୍ଞା ହଁ ଏହି ମାଇଲଖୁଣ୍ଟ…