Browsing Tag

road accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୨୫ ଗୁରୁତର

ଲକ୍ଷ୍ମୀପୁର ଖେରୀ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ବିଷୟରେ ଲକ୍ଷ୍ମୀପୁର ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି…

ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୬ ଗୁରୁତର

ଛତିଶଗଡ଼ ଜୟପୁର ପଥଲଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ସହ ଜଣେ ବସ୍‌ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ତୁରନ୍ତ ସେମାନଙ୍କୁ ଉଦ୍ଧାର…

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ଜଣଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ, ୪ ମୃତ

ନୂଆଦିଲ୍ଲୀ : ଡିଭାଇଡର ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ସୀମାପୁରୀରେ ଫୁଟ ପାଥରେ ଶୋଇଥିବାବେଳେ ମାଡିଗଲା ଟ୍ରକ। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର; ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ଭଞ୍ଜନଗର (କେନ୍ୟୁଜ): ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ଅଳ୍ପକେ ବର୍ତିଲେ ଦୁଇ ଶିଶୁ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ଏବଂ ଦୁଇ ଛୁଆ ଙ୍କ ସହ ବାଇକ୍ ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା…

ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସ୍ ଦୁର୍ଘଟଣା, ୭ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ, ୧୩ରୁ ଅଧିକ ଗୁରୁତର

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଇଲା ବୋଝେଇ ହାଇଓ୍ଵା ଧକ୍କାରେ ଦୁର୍ଘଟଣାରେ ୭ ଜଣ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୩ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି ।…

ମାଲବୋଝେଇ ଟ୍ରକ୍-ସ୍କୁଟି ମୁହାଁମୁହିଁ ଧକ୍କା, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା

ବରଗଡ଼(କେନ୍ୟୁଜ୍): ଦୁର୍ଘଟଣା ପରେ ଉତ୍ତେଜନା। ବରଗଡ଼ ଜିଲ୍ଲା ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା। ମାଲବୋଝେଇ ଟ୍ରକ -ସ୍କୁଟି ମୁହାଁମୁହିଁ ଧକ୍କା । ସ୍କୁଟି ଚଳାଉଥିବା ଝିଅ ଗୁରୁତର । ଆଜି ସକାଳେ ପଦ୍ମପୁର ପଟୁ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ ଗଞ୍ଜେଇଭାଟି ଛକ ନିକଟରେ…

ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ପରଲୋକ, ସଡକ ଦୁର୍ଘଟଣାରେ ମୃତ୍ୟୁ

ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିବା ସରବଜିତ୍‌ ସିଂହଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅମୃତସର ପାଖ ଫତେହପୁର ଗାଁ ନିକଟରେ କାର ଅନିୟନ୍ତ୍ରିତ ହୋଇ ଖସିପଡିଥିଲା। ଫଳରେ କାରରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି…

ଛତିଶଗଡ଼ରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ୍, ୭ ମୃତ

ନୂଆଦିଲ୍ଲୀ:ଛତିଶଗଡ଼ରେ ଭୟଙ୍କର ଦୁର୍ଘଟଣା । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ । ଏଥିରେ ୩ ଜଣ ଆହତ ହୋଇଥିବା କୁହାଯାଉଛି। ସକାଳ ପ୍ରାୟ ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯାତ୍ରୀ ମାନେ ଚିତ୍କାର ହୋଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା…

ହିମାଚଳର ଉନାରେ ମର୍ମନ୍ତୁଦ ଦୁର୍ଘଟଣା: ଖମ୍ବ ସହ ପିଟି ହେଲା କାର୍‌; ୫ ଯୁବକଙ୍କ ପ୍ରାଣବାୟୁ ଉଡ଼ିଲା

ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପୋଲିସ…

ଶବ ଦାହ ସାରି ଫେରୁଥିବା ବେଳେ ବାଟରେ ନିଜେ ହୋଇଗଲେ ଶବ, ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ପିପିଲି (କେନ୍ୟୁଜ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ। ଶବ ଦାହ ସାରି ଫେରୁଥିବା ବେଳେ ବାଟରେ ନିଜେ ଶବ ହୋଇଗଲେ। ସାକ୍ଷୀଗୋପାଳ ଥାନା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ…

ନୂଆଁଖାଇରେ ଅଘଟଣ: ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ପୋଲିସ୍ ଏସ୍‌ଆଇଙ୍କ ମୃତ୍ୟୁ

ନୂଆପଡ଼ା(କେନ୍ୟୁଜ୍): କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଏସ୍‌ଆଇଙ୍କ ମୃତ୍ୟୁ। ଆଜି ସକାଳେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ପୋଲିସ୍ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…

ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ନୀଳ ଗାଈକୁ ବଞ୍ଚାଇବା ଚକ୍କରରେ ଗଛରେ ଧକ୍କା ହେଲା ଗାଡି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଓଏସଡି (ଅଫିସର ଅନ ଡ୍ୟୁଟି) ଦାୟିତ୍ୱରେ ଥିବା ମୋତିଲାଲ ସିଂଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ବସ୍ତି ଜିଲ୍ଲା ମୁଡେରଓ୍ଵା ଥାନା ଅଞ୍ଚଳରେ ଏନଏଚ-୨୮ରେ ଘଟିଛି। ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡି ଅନିୟନ୍ତ୍ରିତ ହୋଇ…