Browsing Tag

road accident decreases

କଡା ଆଇନ କାରଣରୁ ରାଜ୍ୟରେ କମିଛି ସଡକ ଦୁର୍ଘଟଣା

ଭୁବନେଶ୍ବର (କେନ୍ୟୁଜ୍) : କଡା ଆଇନ କମାଇଲା ରାଜ୍ୟରେ ଦୁର୍ଘଟଣା। ଦେଶରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରତି ଘଣ୍ଟାରେ ୧୭ ଜଣ ପ୍ରାଣ ହରାଉଛନ୍ତି । ୨୦୧୮ରେ ଓଡ଼ିଶାରେ ୫ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଅତି ଗୁରୁତର ହୋଇଛନ୍ତି । ଶେଷ…