Browsing Tag

road accident in jharsuguda

ଝାରସୁଗୁଡ଼ା ଏନଏଚ ୪୯ କଣ୍ଟାପାଲି ନିକଟରେ ଟ୍ରକ ଟ୍ରଲର ମୁହାଁମୁହିଁ ଧକ୍କା, ଜଣେ ମୃତ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ଏନଏଚ ୪୯ କଣ୍ଟାପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରଲର ଡ୍ରାଇଭର ଦୁର୍ଘଟଣା ସ୍ଥଳରେ ମୃତ। ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ଜିଲ୍ଲା ସଦର ହସ୍ପିଟାଲ ରେ ଭର୍ତି ହୋଇଛନ୍ତି।…