Browsing Tag

Road Accident in Jodhpur

ଯୋଧପୁର: ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା, ୫ ମୃତ, ୧୨ ଗୁରୁତର

ରାଜସ୍ଥାନ: ରାଜସ୍ଥାନର ଯୋଧପୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜୋଧପୁରର ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା ହେବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା…