Browsing Tag

road accident in sambalpur

ସମ୍ବଲପୁର: ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମା’, ପୁଅଙ୍କୁ ଚାପିଦେଲା ଟ୍ରକ

ସମ୍ବଲପୁର: ମାଆ-ପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ । ସମ୍ବଲପୁର ସଦରଥାନା ପଡ଼ିଆବାହାଲ ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ରାସ୍ତାରେ ମାଆ-ପୁଅ ଦୁହେଁ ଚାଲି ଚାଲି ଯାଉଥିବା ବେଳେ ଏକ ମାଲବାହୀ ଟ୍ରକ ଏମାନଙ୍କ ଉପରେ ମାଡି ଯାଇଥିଲା । ମୃତକ ଦୁଇ ଜଣ ବଦତୁରାଙ୍ଗ ଗାଁର ବୋଲି…