Browsing Tag

road block

ଚାଷକାମ ପାଇଁ କେନାଲରେ ପାଣି ନଆସିବାରୁ ରାସ୍ତା ଅବରୋଧ କଲେ ଚାଷୀ, ଜେଇ ଓ ଏସ୍‌ଡିଓଙ୍କୁ ରଖିଲେ ଅଟକ

ମାର୍ଶାଘାଇ(କେନ୍ୟୁଜ୍): ଚାଷକାମ ପାଇଁ କେନାଲରେ ପାଣି ନଆସିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପସ୍ତା ଛକଠାରେ ରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳର ଚାଷୀ । ବର୍ଷା ଅଭାବରୁ ଧାନ ତଳି ପଡିଥିବା ଜମି ସବୁ ସୁଖି ଫାଟି ଆଁ କଲାଣି । ଚଳିତ ବର୍ଷ ପାଣି ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ…

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡା(କେନ୍ୟୁଜ୍): ଯାତ୍ରୀବାହୀ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବାଲିଗୁଡା ଥାନା ବାଟାଗୁଡା ବ୍ରିଜ଼ ନିକଟରେ ଗତକାଲି ରାତିରେ ଶ୍ରୀରାମ ନାମକ ବସ ଟି ବାଇକରେ ଯାଉଥିବା ଏକ ଯୁବକକୁ ଧକ୍କା ଦେଇଥିଲା। ଯାହାଫଳରେ ଯୁବକ ଜଣକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା…

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ ଘଟଣା: ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବ ରଖି ରାସ୍ତାରୋକ ଜାରି

ସମ୍ବଲପୁର(କେନ୍ୟୁଜ୍‌) : ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ ଜାରି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ନାୟକପଡା ଛକରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟା ୬ ଟା ସମୟରେ ସମ୍ବଲପୁରରୁ ଯାତ୍ରୀନେଇ…

ଅଜଣା ଗାଡି ଧକ୍କାରେ ୯ବର୍ଷ ବାଳକର ମୃତ୍ୟୁ ଘଟଣା: ୧୬ ଘଣ୍ଟା ପରେ ହଟିଲା ରାସ୍ତାରୋକ

ନବରଙ୍ଗପୁର(କେନ୍ୟୁଜ୍‌): ୧୬ ଘଣ୍ଟା ପରେ ହଟିଲା ରାସ୍ତାରୋକ। ପ୍ରଶାସନର ହସ୍ତକ୍ଷେପ, କ୍ଷତିପୂରଣର ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ। ନବରଙ୍ଗପୁର ଜିଲ୍ଲା ସିନ୍ଧିଗୁଡ଼ା ଗାଁରେ ଅଜଣା ଗାଡି ଧକ୍କାରେ ୯ବର୍ଷ ବାଳକର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ମୃତଦେହ ରଖି ଗତକାଲିଠୁ…

ଅଜଣା ଗାଡି ଧକ୍କାରେ ଚାଲିଗଲା ୯ବର୍ଷର ବାଳକର ଜୀବନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶବକୁ ରଖି ରାସ୍ତାରୋକ୍

ନବରଙ୍ଗପୁର(କେନ୍ୟୁଜ୍‌): ଘରୁ ବାହାରିଥିଲା ସ୍କୁଲ ଯିବାକୁ । ମା ବାପା ମଧ୍ୟ ସକାଳୁ ନିଜ ପୁଅକୁ ଖୁଆଇ ସଜ ବାଜ କରି ପଠେଇ ଥିଲେ ସ୍କୁଲ। ହେଲେ ଦଇବ ଯେ ଏତେ ନିଷ୍ଠୁର କିଏ ଜାଣିଥିଲା। ଅଜଣା ଏକ ବୋଲେରୋ ଗାଡି ଧକ୍କାରେ ଚାଲିଗଲା ୯ବର୍ଷର ନିଷ୍ପାପ ଶିଶୁର ଜୀବନ। ନବରଙ୍ଗପୁର ଜିଲ୍ଲା…

ଗୁଳିମାଡରେ ଦୋକାନୀଙ୍କ ମୃତ୍ୟୁ ପରେ ଉତ୍ତେଜନା, ମୃତଦେହ ରଖି ରାସ୍ତା ଅବରୋଧ

ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଳି ଛକରେ ଜଣେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କର ଗୁଳିମାଡରେ ମୃତ୍ୟୁ ପରେ ଉତ୍ତେଜନା। ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଖଡିବାହାଳି ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗାଁଲୋକେ। ଫଳରେ ରାସ୍ତାର ଉଭୟ…

ରାଉରକେଲା ବହୁ ପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡ଼ାଗେଟ୍‌ ନିର୍ମାଣକୁ ବିରୋଧ କରି ରାସ୍ତା ଅବରୋଧ

ରାଉରକେଲା(କେନ୍ୟୁଜ): ରାଉରକେଲା ବହୁ ପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡ଼ାଗେଟ୍‌ ନିର୍ମାଣକୁ ବିରୋଧ କରି ରାସ୍ତା ଅବରୋଧ । ରାଉରକେଲା-ଜରେଇକେଲା ମୁଖ୍ୟ ରାସ୍ତା ଅବରୋଧ କଲେ ବିସ୍ଥାପିତ ପରିବାର । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ବିସ୍ଥାପିତ ପରିବାରକୁ…

ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡାରୁ ମିଳିବା ଘଟଣା: ପିପିଲି ଟୋଲ ଗେଟ୍ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି…

ପିପିଲି(କେନ୍ଯୁଜ୍): ଭୁବନେଶ୍ୱର ୩୧୬ ଜାତୀୟ ରାଜପଥ ପିପିଲି ଟୋଲ ଗେଟ ନିକଟ ଜୈଇଷ ପାଟଣା ଠାରେ ରାସ୍ତା ରୋକ। ଜଣେ ଛାତ୍ରଙ୍କ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ…

ଥାନାର ଦ୍ୱାରସ୍ଥ ହେଲେ ଗଙ୍ଗାବାଡ ସରପଞ୍ଚ, ହାରିଯାଇଥିବା ପ୍ରାର୍ଥୀ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ…

ଗଜପତି(କେନ୍ଯୁଜ୍): ଥାନାର ଦ୍ୱାରସ୍ଥ ହେଲେ ଗଙ୍ଗାବାଡ ସରପଞ୍ଚ। ନିର୍ବାଚନରେ ହାରିଯିବାରୁ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ବଡ ବଡ ପଥର ରଖି ହାରିଯାଇଥିବା ସରପଞ୍ଚ ପ୍ରାର୍ଥୀ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ…

ପୁନଃ ଭୋଟ ଗଣତି ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ୍, ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡି

କଣ୍ଟାବାଞ୍ଝି(କେନ୍ଯୁଜ୍): ପୁନଃ ଭୋଟ ଗଣତି ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଗୋପାଳପୁର-ରାୟପୁର ଜାତୀୟ ରାଜପଥ ଅବରୋଧ…

ବାଲିଗୁଡା: ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବି

ବାଲିଗୁଡା(କେନ୍ଯୁଜ୍): ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବିରେ ବାଲିଗୁଡା ମେଡିକାଲରେ ଆଜି ମଧ୍ୟ ଉତ୍ତେଜନା ଦେଖାଦେଇଛି। ସଂପୃକ୍ତ ଡାକ୍ତରଙ୍କୁ ଗିରଫ ସହ ମୃତ ରବି ଚନ୍ଦ୍ର ଦିଗାଲଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ…

ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ, ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବାତ୍ୟା ଗୁଲାବର ପ୍ରଭାବ । ଶୁଙ୍କି ଘାଟିରେ ବିଭିନ୍ନ ସ୍ଥାନରେ ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହୋଇଛି । ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ ହେଉଛି । ରାସ୍ତା ସଫା କାମରେ NDRF,ODRAF ଟିମ ନିୟୋଜିତ…