Browsing Tag

road block by elephant

କଳାହାଣ୍ଡି: ଡାଳ ପକାଇ ରାସ୍ତା ଅବରୋଧ କଲେ ଗଜରାଜ, ପ୍ରାୟ ଦୁଇଘଣ୍ଟା ଧରି ଉଭୟ ପାର୍ଶ୍ୱରେ ଅଟକି ରହିଲା ଗାଡି

କଳାହାଣ୍ଡି : ଜଙ୍ଗଲୀ ହାତୀଙ୍କ ଆତଙ୍କ । ଡାଳ ପକାଇ ରାସ୍ତା ଅବରୋଧ କଲେ ଗଜରାଜ । କଳାହାଣ୍ଡି ଭାବନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତା ଘାଟି ନିକଟରେ ଡାଳ ପକାଇ ରାସ୍ତା ଅବରୋଧ କରିଛନ୍ତି ହାତୀପଲ । ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ୩୦ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଗାଡି ଅଟକି ରହିଥିଲା…

ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ, ୫ ଦିନ ହେବ ଅବରୋଧ କରିଛନ୍ତି ରାସ୍ତା

ଆଠଗଡ଼ : ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ । ପ୍ରାୟ ୫ ଦିନ ହେବ ହାତୀପଲ ରାସ୍ତା ଅବରୋଧ କରିଛନ୍ତି । ଆଠଗଡ଼ ବନଖଣ୍ଡରେ ୨୦ରୁ ଅଧିକ ହାତୀ ପହଞ୍ଚିଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ରାସ୍ତାରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ…