Browsing Tag

road block by villagers

ଯାଜପୁର : ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଓ ତଦନ୍ତ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଯାଜପୁର (କେ ନ୍ୟୁଜ୍‌) : ଅମରଙ୍କୁ କେହି ହତ୍ୟା କରିଛି । ଏହି ସନ୍ଦେହରେ ପରିବାର ଲୋକଙ୍କ ରାସ୍ତାରୋକ । ଯାଜପୁର ଜିଲ୍ଲା ଜେନାପୁର ଥାନା ଚକ୍ରଧରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଟ୍ରକ ଡ୍ରାଇଭର ଆମର ମଳିକ (୩୫) ଆଜି ସକାଳୁ ମାଛ ଧରିବାକୁ ଆସି ଘରକୁ ଫେରି…