Browsing Tag

road doctor

ରାସ୍ତାର ଡାକ୍ତର’ : ଦୀର୍ଘ ୯ବର୍ଷ ହେବ ବିଭିନ୍ନ ସ୍ଥାନରେ ରାସ୍ତା କରୁଛନ୍ତି ମରାମତି

ନିମ୍ନମାନର ରାସ୍ତା ଯୋଗୁଁ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଅନେକ ଜାଗାରେ ପ୍ରଶାସନ ଓ ସରକାରୀ ବାବୁଙ୍କୁ ଲୋକ କହି କହି ଥକି ପଡୁଛନ୍ତି, ହେଲେ କେହି ଶୁଣୁ ନାହାନ୍ତି । ଲୋକ ବାଧ୍ୟ ହୋଇ ସେହି ରାସ୍ତାରେ ଯିବା ଆସିବା କରୁଛନ୍ତି । ଆପଣ ଭାବୁଥିବେ ଏଥିରେ…