Browsing Tag

road lifting up

ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା

କଟକ(କେନ୍ୟୁଜ୍): ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା । ଗୋପୀନାଥପୁରରୁ କୁଆଁପାଳ ପର୍ଯ୍ୟନ୍ତ ୧୮ କିମି ରାସ୍ତାର ଭେଡ଼ା ଠାରେ ରାସ୍ତାର ଏକ ପାର୍ଶ୍ୱ ଦବିଛି । କିଛିଦିନ ତଳେ ରାସ୍ତାର ଗୋଟିଏ ପାର୍ଶ୍ୱ ହଠାତ୍‌ ୩୦ ଫୁଟ୍‌ ଦବିଯିବାରୁ ସମସ୍ୟା ଉପୁଜିଥିଲା । ଏନେଇ…