Browsing Tag

road lighting

ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ: ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ୍

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ । ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ । ଆସନ୍ତାକାଲି ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ବର୍ଷ ତଳେ ବାଇପାସ୍‌ ରାସ୍ତା ଲୋକର୍ପିତ ହୋଇଥିଲେ ମଧ୍ୟ ଆଲୋକୀରଣ ହୋଇନଥିଲା ।…