Browsing Tag

road mishap

ଭୁବନେଶ୍ବରରେ ବାଇକକୁ ଧକ୍କା ଦେଲା ସିଟି ବସ୍, ବରିଷ୍ଠ ନାଗରିକ ମୃତ

ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଛକଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବାବାଜୀ ସେଠୀ(୭୦)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବାବାଜୀ ନିଜ ସ୍କୁଟିରେ ଯାଉଥିବା ବେଳେ ଶାସ୍ତ୍ରୀନଗରରୁ ଆସୁଥିବା ଏକ ସିଟି ବସ୍ ତାଙ୍କୁ…