Browsing Tag

road safety week

ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏତେ କଡ଼ା ଆଇନ୍‌ ପରେ ବି କିଛି ଲୋକ ଖୋଜୁଛନ୍ତି ଗଳାବାଟ

ଗତକାଲି ଅର୍ଥାତ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ସପ୍ତାହ ପାଳନ । ରାସ୍ତାରେ ଯିବା ଆସିବା ବେଳେ ଲୋକଙ୍କ ସୁରକ୍ଷା ତଥା ଦୁର୍ଘଟଣାକୁ ଏଡ଼ାଇବା ହେଉଛି ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ । ନୂଆମୋଟର ଭେଇକଲ୍‌ ଆଇନ୍‌ ଲାଗୁ ହେବା ପରେ ଇଏ ହେଉଛି ପ୍ରଥମ ସଡ଼କ ସୁରକ୍ଷା ସପ୍ତାହ ।…

ଆଜିଠୁ ୩୧ତମ ସଡ଼କ ସୁରକ୍ଷା ସପ୍ତାହ, ମନ୍ତ୍ରୀ ସମୀର ଦାଶ ପତାକା ଦେଖାଇ କଲେ ଉଦ୍‌ଘାଟନ

ଭୁବନେଶ୍ୱର: ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ । ଭୁବନେଶ୍ୱରରେ ମନ୍ତ୍ରୀ ସମୀର ଦାଶ ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏଥିରେ ପରିବହନ କମିସନର ସଞ୍ଜୀବ ପଣ୍ଡା, ଟ୍ରାଫିକ ଡିସିପି ସାଗରିକା ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆଜି କିଟ୍‌ ଠାରେ ଏକ ସଚେତନତା ପଦଯାତ୍ରା…