Browsing Tag

road strike

ପାଣି ପାଇଁ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କଲେ ଶତାଧିକ ମହିଳା

ବାଂଶପାଳ : ଶୁଆକାଟୀ-ଦବୁନା ରାସ୍ତାରେ ଅଟକି ରହିଛି ଶତାଧିକ ଗାଡି। ଆଜି ପାନୀୟ ଜଳର ସମସ୍ୟା ନେଇ ବାଂଶପାଳ ବ୍ଳକର ନୟାକୋଟ ଗ୍ରାମପଞ୍ଚାୟତର ଶତାଧିକ ମହିଳା ଏବଂ ପୁରୁଷ ରାସ୍ତା ଅବରୋଧ କରିଛନ୍ତି। ପଞ୍ଚାୟତ କାର‌୍ୟ୍ୟଳୟରୁ ବ୍ଳକ କାର‌୍ୟ୍ୟଳୟ ,ସରପଞ୍ଚ ଏବଂ ବିଡିସଙ୍କ ପାଖକୁ…