Browsing Tag

road tax

ଘରୋଇ ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର, ୩ମାସ ପାଇଁ ଛାଡ କଲେ ରୋଡ ଟ୍ୟାକ୍ସ

କେନ୍ୟୁଜ୍ (ବ୍ୟୁରୋ): ଏପ୍ରିଲ,ମେ,ଜୁନ ମାସର ରୋଡ ଟ୍ୟାକ୍ସ ଛାଡ କଲା  ରାଜ୍ୟ ପରିବହନ ବିଭାଗ। ଲକଡାଉନ ପାଇଁ ଗାଡି ମାଲିକ ଟ୍ୟାକ୍ସ ଛାଡ ପାଇଁ ଦାବି କରିଥିଲେ, ବସ ଓ ଅନ୍ୟ ଯାତ୍ରୀ ବାହୀ ଯାନ ପାଇଁ ଛାଡ ହେଲା  ୩ ମାସର ରୋଡ ଟ୍ୟାକ୍ସ। ଏସମ୍ବନ୍ଧରେ ପରିବହନ ବିଭାଗ ତରଫରୁ ଏକ ବିଜ୍ଞପ୍ତି…