Browsing Tag

road trip

ମନସୁନରେ ରୋଡ୍ ଟ୍ରିପରେ ଯାଉଛନ୍ତି କି, ତା’ହେଲେ ହାଇୱେରେ ଥିବା ଏହି ସବୁ ଢାବାରେ ଖାଇବାକୁ ଭୁଲନ୍ତୁ ନି

ମନସୁନରେ ପ୍ରାକ୍‌ତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଆନନ୍ଦ ହିଁ କିଛି ଅଲଗା। ଏମିତିରେ କେହି କେହି ନିଜ ସାଙ୍ଗସାଥୀଙ୍କ ସହ ତ ଆଉ କେହି ପରିବାର ଲୋକଙ୍କ ସହ ରୋଡ୍ ଟ୍ରିପ ପ୍ଲାନ୍ କରିଥାଆନ୍ତି। ରୋଡ୍ ଟ୍ରିପବେଳେ ସବୁଠାରୁ ସ୍ମରଣୀୟ କଥା ହେଉଛି, ରାସ୍ତାପାର୍ଶ୍ବ ଢାବାରେ ଡିନର କରିବା। ଏଠି…