Browsing Tag

road work

ଦେହରେ ଖାକି ବର୍ଦି ହାତରେ କୋଦାଳ: ଲୋକଙ୍କ ସୁବିଧା ପାଇଁ ରାସ୍ତା ମରାମତି କଲେ ପୋଲିସ୍ ବାବୁ

ପଦ୍ମପୁର(କେନ୍ଯୁଜ୍): ପୋଲିସ୍ କହିଲେ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ଜାଗ୍ରତ ହୁଏ । ପୋଲିସ୍ ଲୋକଙ୍କୁ ହଇରାଣ କରିବ ଲୋକଙ୍କ ଉପରେ ବିଗିଡିବ ଏଭଳି ଭାବନା ଆସିଥାଏ । ହେଲେ ପୋଲିସ ବାବୁ ମଧ୍ୟ ଲୋକଙ୍କ ପାଇଁ ମୂଲ ଲାଗିଲା ଭଲି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେହରେ ଖାକି…

ରାସ୍ତା କାମରେ ମହା ଘୋଟାଲା ! ମୃତ ଲୋକଙ୍କୁ ଶ୍ରମିକ ସଜାଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

ସୁବର୍ଣ୍ଣପୁର(କେନ୍ଯୁଜ୍): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଂଗ୍ରାମପୁର ପଂଚାୟତ ଅଧିନସ୍ଥ ଯୁବରାଜପୁର ଗାଁରେ ଯୁବରାଜପୁର ଠାରୁ ଘାସିମାଲ ପର୍ଯ୍ଯନ୍ତ ପ୍ରାୟ ୧ କିଲୋମିଟର ରାସ୍ତାପାଇଁ ୫ଲକ୍ଷ ୮୯ହଜାର ଟଙ୍କାର ବ୍ଯୟ…

ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ

କଟକ: ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ । ପିଲିଗ୍ରିମ୍‌ ରୋଡ୍‌ରେ ଥିବା ବେଆଇନ୍‌ ଧର୍ମାନୁଷ୍ଠାନ ନିର୍ମାଣକୁ ଆଜି ଭଙ୍ଗାଯାଉଛି । ପ୍ରଥମ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ତିନିଟି ମନ୍ଦିରକୁ ଆଜି…

କେନ୍ଦୁଝର: ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ, ଲୋକମାନେ ପ୍ରତିବାଦ କରିବାରୁ କମ୍ପାନୀ…

କେନ୍ଦୁଝର(କେନ୍ୟୁଜ୍): ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ ନେଇ ଉତ୍ତେଜନା । ଲୋକମାନେ ପ୍ରତିବାଦ କରିବାରୁ କଂପାନୀ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ଏନେଇ ଉତ୍ତ୍ୟକ୍ତ ଲୋକ କଂପାନୀର କର୍ମଚାରୀ ସହ ମିକ୍ସର ମେସିନକୁ ଦୀର୍ଘ ୪ ଘଣ୍ଟା ଧରି ଅଟକ ରଖିଥିଲେ ।…

କଟକର ବିଭିନ୍ନ ଓ୍ଵାର୍ଡରେ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ…

କଟକ(କେନ୍ୟୁଜ୍): ସାଧାରଣ ନିର୍ବାଚନ ପୂର୍ବରୁ କଟକର ବିଭିନ୍ନ ୱାର୍ଡର ହୋଇଥିଲା ଉନ୍ନତିକରଣ। ଉନ୍ନତି ଯୋଜନାରେ ପ୍ରତ୍ୟେକ ଓ୍ଵାର୍ଡରେ ୫୦ ଲକ୍ଷର କାମ କରାଯାଇଥିଲା। ବିଶେଷ ଭାବେ ରାସ୍ତା, ଡ୍ରେନ ଓ କମ୍ୟୁନିଟି ଘର ଆଦି କାମ ହୋଇଥିଲା । ତେବେ ଏହି କାମରେ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି।…

ମଙ୍ଗଳବାର ଆରମ୍ଭ ଗୁରୁବାର ନଷ୍ଟ : ଏମିତି ହେଉଛି ରାସ୍ତା କାମ

କଟକ : ୩ କୋଟି ୩୯ ଲକ୍ଷ ବ୍ଯୟବରାଦରେ ଆରମ୍ଭ ହେଲା ପିଚୁ କାମ । ହେଲେ ଦୁଇ ଦିନ ଯାଇନି ଉଠିଗଲା ପିଚୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳିରେ । ରାଣୀତଳାରୁ କୁମ୍ଭାରକୁନ୍ଦ ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଅଧୀନରେ ଗତ ମଙ୍ଗଳବାର ପିଚୁ କାମ ହୋଇଥିଲା । ହେଲେ ନିମ୍ନମାନର କାମ…