Browsing Tag

robber

ତାଳଚେର ପୋଲିସକୁ ସଫଳତା, ଡକାୟତ ଗ୍ୟାଙ୍ଗର ୭ଜଣ ଗିରଫ

ତାଳଚେର : ତାଳଚେର ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରିଛି ତାଳଚେର ପୋଲିସ । ସେମାନଙ୍କଠାରୁ ୨ଶହ ୧୦ ଗ୍ରାମ ସୁନା, ୫ଶହ ଗ୍ରାମ ରୁପା, ୪ଟି ମୋବାଇଲ ଓ ୨ଟି ବାଇକ ଶହ ୧୧ ହଜାର ଟଙ୍କା ଜବତ ହୋଇଛି । ସମସ୍ତଙ୍କ ଘର ତାଳଚେର ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି ।