Browsing Tag

robbery in jharsuguda

ଝାରସୁଗୁଡା ତହସିଲ୍ ଅଫିସ ସମ୍ମୁଖରୁ କାର କାଚ ଭାଙ୍ଗି ଲୁଟିନେଲେ ୩ ଲକ୍ଷ

ଝାରସୁଗୁଡା(କେନ୍ୟୁଜ୍) : ସ୍ପଷ୍ଟ ଦିବାଲୋକରେ ଝାରସୁଗୁଡା ତହସିଲଦାର ଅଫିସ ସମ୍ମୁଖରେ ସେଣ୍ଟ୍ରୋ କାର କାଚ ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର। ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ଆଜି ଷ୍ଟେଟ ବ୍ୟାଙ୍କ ରୁ ୩ ଲକ୍ଷ ଟଙ୍କା କାଢି ଥିଲେ ଏବଂ ତହସିଲ ଅଫିସ କୁ କୌଣସି କାର‌୍ୟ୍ୟରେ…