Browsing Tag

robert kenon

୪୦୦ବର୍ଷ ପୁରୁଣା ମନ୍ଦିରରେ ରୋବର୍ଟ ଦେଉଛି ପ୍ରବଚନ. . .

ଜାପାନର ଏକ ଚାରିଶହ ବର୍ଷ ପୁରୁଣା ବୌଦ୍ଧ ମନ୍ଦିରରେ ଯୁବଗୋଷ୍ଠୀ ଙ୍କୁ ଆକର୍ଷିତ କରିବାପାଇଁ ଏକ ରୋବର୍ଟ ର ସହାୟତା ନିଆଯାଉଛି। ୭ଲକ୍ଷ ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରୋବର୍ଟ "କେନନ"କୁ ତିଆରି କରାଯାଇଛି। ଏହି ରୋବର୍ଟ ର କାମ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ବୌଦ୍ଧ ଧର୍ମ ବିଷୟରେ ଅବଗତ…