Browsing Tag

rohit reddy

ସ୍ବାମୀ ରୋହିତ ରେଡ୍ଡିଙ୍କୁ ଚାପୁଡା ମାରିଲେ ଅନୀତା ହସନନ୍ଦାନୀ, ବିବାହିତ ମହିଳାଙ୍କୁ ଦେଲେ ଏହି ପରାମର୍ଶ

ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ନିକଟରେ ମା’ ହୋଇଥିଲେ। ନିଜ ପୁଅ ଆରବ ସହିତ ହସଖୁସିରେ ସମୟ ମଧ୍ୟ ଅତିବାହିତ କରୁଛନ୍ତି। ଏହାଛଡା ଅନୀତା ସୋସିଆଲ ମିଡିଆରେ ବେଶ ସକ୍ରିୟ ମଧ୍ୟ। ସେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେହାର କରନ୍ତି। ଏବେ ଅନୀତା ଏମିତି ଏକ ଭିଡିଓ ସେୟାର…

ଶିଶୁପୁତ୍ରକୁ ଜନ୍ମ ଦେଲେ ଅନୀତା ହଂସନନ୍ଦାନୀ, ପୋଷ୍ଟ ସେୟାର କରି ଜଣାଇଲେ ରୋହିତ

ନାଗିନ ଫେମ୍ ଅନୀତା ହଂସନନ୍ଦାନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୯ ଫେବ୍ରୁଆରୀକୁ ରୋହିତ ରେଡି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ବିଷୟରେ ଜଣାଇଛନ୍ତି। ଅନୀତାଙ୍କ ଶିଶୁପତ୍ର ଜନ୍ମକୁ ନେଇ ଫ୍ଯାନ ମଧ୍ୟ ବେଶ ଖୁସି ଅଛନ୍ତି। ଅନୀତାଙ୍କ ଖୁସି ଖବର ପରେ ବଲିଉଡରୁ ଅନେକ ଶୁଭେଚ୍ଛାର…