Browsing Tag

rohit sharma

ଏଥର ଦିନେଶ କାର୍ତ୍ତିକ ବେକ ନ ଧରି ସିଧା ମୁଣ୍ଡକୁ କିସ୍‌ କଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିନେଇଛି ଭାରତ। ଗତକାଲି ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦନ ଜବରଦସ୍ତ ଖେଳିଥିଲେ। ହେଲେ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଏବଂ ଦିନେଶ…

ପ୍ରଥମେ କାର୍ତ୍ତିକଙ୍କ ବେକ ଧରିଥିଲେ ରୋହିତ ହେଲେ ଏବେ ପୁଣି କଲେ ଏମିତି କାମ, ଫ୍ୟାନ୍ସ ଆଶ୍ଚର୍ଯ୍ୟ : ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତିଛି ଭାରତ। ଏହି ମ୍ୟାଚ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ରୋହିତ କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଛନ୍ତି। ପୂର୍ବ ମ୍ୟାଚରେ ରୋହିତ କାର୍ତ୍ତିକଙ୍କ ବେକ ଧରିଥିବା ଭିଡିଓ ଭାଇରଲ…

ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ଥିବା ବେଳେ ଦିନେଶ କାର୍ତ୍ତିକ ବେକ ଧରି ପକାଇଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତିନେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌କୁ ୪ ଓ୍ଵିକେଟରେ ଜିତିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଅଜବ ଧରଣର ଘଟଣା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ୧୨ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ…

ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଅ, ନଚେତ୍‌ ଟି-୨୦ ବିଶ୍ୱକପ୍‌ ଭୁଲିଯାଅ: ରୋହିତଙ୍କୁ ଟାର୍ଗେଟ କଲେ ଗମ୍ଭୀର

ଭାରତୀୟ କ୍ରିକେଟ ଟିମ୍‌ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ୨୦ ସେପ୍ଟେମ୍ବରରୁ ଟି-୨୦ ସିରିଜ ଖେଳିବ। ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଟିମ୍‌ ମୋହାଲି ପହଞ୍ଚିଛି। ଅଷ୍ଟ୍ରେଲିଅ । ଟିମ୍‌ ଟ୍ରେନିଂ ଏବଂ ପ୍ରାକ୍ଟିସ…

ହଂକଂ ବିପକ୍ଷରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ !

ଭାରତୀୟ ଟିମ୍‌ ଏସିଆ କପ୍‌ରେ ପାକିସ୍ତାକୁ ଧୂଳି ଚଟାଇଛି। ବିଜୟ ଅଭିଯାନ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଆରମ୍ଭ ହୋଇଛି। ପାକିସ୍ତାନକୁ ୫ ଓ୍ଵିକେଟରେ ମାତ୍‌ ଦେଇ ପରାଜୟର ଦ୍ୱାର ଦେଖାଇଥିଲା ଟିମ୍‌ ଇଣ୍ଡିଆ । ତେବେ ଏହାପରେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ହଂକଂ ବିପକ୍ଷରେ ମାଚ୍‌ ଖେଳିବ। ଏହି…

ଫ୍ୟାନ୍ସଙ୍କ ଭିଡ ଦେଖି ଚିନ୍ତାରେ ପଡିଗଲେ ରୋହିତ, ରେଷ୍ଟୁରାଣ୍ଟରୁ ନ ବାହାରିବାକୁ ସୁରକ୍ଷାକର୍ମୀ ଦେଲେ ପରାମର୍ଶ

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଫ୍ୟାନ୍ସ ଅନେକ ରହିଛନ୍ତି। ତାଙ୍କୁ ଦେଖା ହେବା ପାଇଁ ଫ୍ୟାନ୍ସ ହଜାର ହଜାର ଅନେକ ଦୂରରୁ ମ୍ୟାଚ ଦେଖିବା ପାଇଁ ଆସିଥାନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିବା ପରେ ଆପଣ ତାଙ୍କ ଫ୍ୟାନ୍ସଙ୍କ ବିଷୟରେ ଅନ୍ଦାଜା ଲଗାଇପାରିବେ।…

ଚତୁର୍ଥ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ, ଆଜି ଖେଳାଯିବ ଶେଷ ମ୍ୟାଚ

ଟିମ୍‌ ଇଣ୍ଡିଆ ଚତୁର୍ଥ ଟି-୨୦ ମ୍ୟାଚକୁ ୫୯ ରନରେ ଜିତିନେଇଛି। ଏହି ମ୍ୟାଚ ଜିତି ୫ଟିକିଆ ଟି-୨୦ ମ୍ୟାଚ୍‌ ସିରିଜକୁ ନିଜ ନାମରେ କରିଛି। ଟିମ୍‌ ଇଣ୍ଡିଆ ସିରିଜରେ ୩-୧ରେ ଆଗୁଆ ରହିଛି। ସିରିଜର ଶେଷ ମ୍ୟାଚ ଆଜି ଫ୍ଲୋରିଡାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ…

ଆଜି ମ୍ୟାଚ ପାଇଁ ସଂପୂର୍ଣ୍ଣ ଫିଟ୍‌ ରୋହିତ ଶର୍ମା, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ୫ ଟିକିଆ ଟି-୨୦ ସିରିଜରେ ଭାରତ ସିରିଜ ୨-୧ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତୃତୀୟ ମ୍ୟାଚରେ ମାଂସପେଶୀ ଟାଣି ହୋଇଯିବାରୁ ରିଟାୟର୍ଟ  ହର୍ଟ ହୋଇଥିବା ରୋହିତ ଶର୍ମା ଫିଟ୍ ଥିବା…

ଅଣ୍ଟାରେ ଯନ୍ତ୍ରଣା ଯୋଗୁଁ ମାତ୍ର ୫ଟି ବଲ୍‌ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ ଶର୍ମା , ବିସିସିଆଇ ଦେଲା ସୂଚନା

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ବଡ଼ ବିଜୟ ହାସଲ କରିଛି। ୫ଟିକିଆ ଟି-୨୦ ସିରିଜର ତୃତୀୟ ମ୍ୟାଚକୁ ୭ ଉଇକେଟରେ ଜିତିଛି ଟିମ୍‌ ଇଣ୍ଡିଆ। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚରେ ମାତ୍ର ୫ଟି ବଲ୍‌ ଖେଳି ରୋହିତ ଶର୍ମା ରିଟାୟର୍ଟ ହଟ୍‌ ହୋଇ…

ଇନଷ୍ଟାଗ୍ରାମ ଲାଇଭ୍‌ରେ ଆସିଲେ ପନ୍ତ- ରୋହିତ- ସୂର୍ଯ୍ୟକୁମାର ଏବଂ ଚହଲ, ପନ୍ତ କହିଲେ ‘ମାହି ଭାଇଙ୍କୁ ଟିକେ ରଖ’

ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶି ଲାଇଭ୍ କରିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ…

ମାଞ୍ଚେଷ୍ଟରରେ ପୁରୁଣା ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ, ୨୦୧୯ରେ ହାରିଥିଲା ବିଶ୍ୱକପ୍‌…

ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ରୋମାଞ୍ଚକ ମୋଡରେ ରହିଛି। ସିରିଜର ବିଜୟ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚରୁ ଆରମ୍ଭ କରିଥିଲା। କିତୁ ଇଂଲଣ୍ଡ ଦ୍ୱିତୀୟମ୍ୟାଚକୁ ବଡ ରନ ବ୍ୟବଧାନରେ ଜିତିଥିଲା। ତେବେ ଏହି ସିରିଜ ଏବେ ୧-୧ ବରାବର ମ୍ୟାଚରେ ରହିଛି। ଆସନ୍ତାକାଲି…

ଖେଳୁ ଖେଳୁ କାନ୍ଧ ହାଡ଼ ଖସିଗଲା ରୋହିତ ଶର୍ମାଙ୍କର,ଫିଜିଓ ଆସିବା ପୂର୍ବରୁ ନିଜେ ରଜନୀକାନ୍ତ ଅନ୍ଦାଜରେ କରିଦେଲେ…

କ୍ରିକେଟ ମଇଦାନରେ ଖେଳାଳି ଆହତ ହେବା ସାଧାରଣ କଥା। ମ୍ୟାଚ ସମୟରେ ଖେଳାଳି ଆହତ ହେଲେ ଟିମର ଫିଜିଓ ମଇଦାନକୁ ଆସି ଆବଶ୍ୟକତା ହିସାବରେ ଖେଳାଳିଙ୍କର ଚିକିତ୍ସା କରିଥାନ୍ତି। ଯଦି ଅଧିକ ଆହତ ହୋଇଥାନ୍ତି ଖେଳାଳିଙ୍କୁ ଫିଜିଓ ମଇଦାନରୁ ବାହାରକୁ ନେଇଯାଆନ୍ତି। ଏମିତି ଏକ ଘଟଣା ଭାରତ ଏବଂ ଇଂଲଣ୍ଡ…