Browsing Tag

rohit shetty

‘ଇଣ୍ଡିଆନ୍‌ ପୁଲିସ ଫୋର୍ସ’ ପାଇଁ ସୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପାଙ୍କ ଗୋଡ, ଫ୍ୟାନ୍ସଙ୍କ ଆଶୀର୍ବାଦ କାମନା…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ଶିଳ୍ପା କଡା ପରିଶ୍ରମ କରୁଛନ୍ତି। ରୋହିତଙ୍କ ନୂଆ ପ୍ରୋଜେକ୍ଟରେ କାମ କରିବା ସମୟରେ ଆହତ ହୋଇଛନ୍ତି। ଶିଳ୍ପାଙ୍କ ଏଭଳି ଅବସ୍ଥା ଦେଖି…

ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ଜିତିବା ପରେ ଅଜୟ ଦେବଗନଙ୍କୁ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରୋହିତ ସେଟ୍ଟୀ

ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ ଘୋଷଣା ହେବା ପରେ ବଲିଉଡ ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ପୁରସ୍କାର ପାଇଛନ୍ତି। ଅଜୟ ଦେବଗନ ଫିଲ୍ମ ‘ତାନାଜୀ: ଦ ଅନସଂଗ ଓ୍ଵାରିଅର’ ପାଇଁ ଏହି ଆଓ୍ଵାର୍ଡ ଜିତିଛନ୍ତି। ଅଜୟ ଦେବଗନ ଏହି ପୁରସ୍କାର ପାଇବା ପରେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି।…

ଆରମ୍ଭ ହେଉଛି ‘ଖତରୋଁ କେ ଖିଲାଡ଼ି ୧୨’, ହେଲିକପ୍ଟରରେ ଠିଆ ହୋଇ ଗ୍ରାଣ୍ଡ୍‌ ଏଣ୍ଟ୍ରି କଲେ ରୋହିତ ସେଟ୍ଟୀ

ଖୁବ୍‌ ଶୀଘ୍ର ଟେଲିଭିଜନ୍‌ ପରଦାକୁ ଆସୁଛି ଟିଭିର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ଖତରୋଁ କେ ଖିଲାଡ଼ି। ଏଥରକ ପ୍ରସାରିତ ହେବ ଖତରୋଁ କେ ଖିଲାଡ଼ିର ୧୨ତମ ସିଜନ୍‌। ଦୀର୍ଘ ଦିନ ହେଲାଣି ଫ୍ୟାନ୍‌ମାନେ ଏହି ଶୋ’କୁ ପ୍ରତୀକ୍ଷା କରିଥିଲେ। ଖତରୋଁ କେ ଖିଲାଡ଼ି ଶୋ’ରେ ଅନେକ ବଡ଼ ବଡ଼ ତାରକା ପ୍ରତିଯୋଗୀ…

ଆକ୍ସନ ସିନ୍‌ ସୁଟିଂ ବେଳେ ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଆହତ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଭାବେ ଆହତ ହୋଇଛନ୍ତି। ସୁଟିଂ ସମୟରେ ଏପରି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ସିଦ୍ଧାର୍ଥ ଏବେ ରୋହିତ ସେଟ୍ଟୀଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ସୁଟିଂ କରୁଛନ୍ତି। ଏହି ସିରିଜ ଆକ୍ସନରେ ଭରପୂର ରହିବ। ତେଣୁ ସବୁ ଷ୍ଟାର…

ଫିଲ୍ମ ମେକର ରୋହିତ ସେଟ୍ଟୀଙ୍କୁ କାମ ମାଗିଲେ ବିଗ୍‌ ବି, କହିଲେ ଆମକୁ ବି କାମ କରିବାକୁ ସୁଯୋଗ ମିଳୁ

ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ରୋହିତ ଶେଟ୍ଟୀଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ କହିଛନ୍ତି। କଥାଟା ଅଜବ ଲାଗୁଥିଲେ ବି ବିଗ୍‌ ବି ରୋହିତ ସେଟ୍ଟୀଙ୍କୁ କାମ ମାଗିଥିଲେ । ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା କେଫ KBC ସିଜିନ୍13' ସେଟରେ ସେମାନଙ୍କ ଚଳଚ୍ଚିତ୍ର…

ରିଲିଜ୍‌ ହେଉଣୁ ଅନେକ ପ୍ଲାଟଫର୍ମରେ ଲିକ୍‌ ହୋଇଗଲା ଫିଲ୍ମ ‘ସୂର୍ଯ୍ୟବଂଶୀ’, ନିର୍ମାତାଙ୍କୁ ହୋଇପାରେ କୋଟି କୋଟି…

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସାରା ଦେଶର ସିନେମା ଘରେ ରିଲିଜ୍‌ ହୋଇ ଯାଇଛି। ବିଗତ ୨ ବର୍ଷ ଧରି ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ଏହି ଫିଲ୍ମର ଜଲଓ୍ଵା ପ୍ରଥମ ଦିନରୁ ହିଁ ନଜର ଆସିବାରେ…

ଏଥର ଦୀପାବଳି, ଆସୁଛି ପୋଲିସ…; ରୋହିତ ସେଟ୍ଟି କନ୍‌ଫର୍ମ କଲେ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌

ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଅେଓ୍ଵଟେଡ୍‌ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଯାଇଛି। ଲମ୍ବା ସମୟରୁ ରିଲିଜ୍‌ ଅପେକ୍ଷାରେ ଥିବା ରୋହିତ ସେଟ୍ଟିଙ୍କ ଏହି ଫିଲ୍ମ ଚଳିତବର୍ଷ ଦୀପାବଳି ଅବସରରେ ରିଲିଜ୍‌ ହେବ। ଡାଇରେକ୍ଟର ରୋହିତ ସେଟ୍ଟି ନିଜେ ଏ ନେଇ ସୂଚନା…

ଆକ୍ସନ୍‌-ଥ୍ରୀଲର ସିରିଜ୍‌ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୋହିତ ସେଟ୍ଟୀ, ଏମିତି ରହିଛି କାହାଣୀ

ବଡ଼ ପରଦାରେ ଜଲଓ୍ଵା ଦେଖାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆକ୍ସନ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏକ ଆକ୍ସନ୍‌ ଫିଲ୍ମ ମାଧ୍ୟମରେ ହିଁ ସେ ଏହି ପ୍ଲାଟଫର୍ମକୁ ଆସୁଛନ୍ତି। ରୋହିତ ସେଟ୍ଟୀ ସିଙ୍ଘମ୍‌, ସିମ୍ବା, ଗୋଲମାଲ୍‌, ଚେନ୍ନାଇ ଏକ୍ସପ୍ରେସ୍‌ ଓ ଅଲ୍‌…

ପୁଣି ହସାଇବେ ରୋହିତ, ପରଦାକୁ ଆସିବ ‘ଗୋଲମାଲ୍‌ ୫’

ଦର୍ଶକଙ୍କୁ ହସାଇବାକୁ ପୁଣି ପ୍ରସ୍ତୁତ ହେଉଛନ୍ତି ରୋହିତ ସେଟ୍ଟୀ। ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ କେଉଁ ସିନେମାର ସୁଟିଂ କରିବେ ତାକୁନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ରୋହିତ ସେଟ୍ଟୀ ‘ସୂର୍ଯ୍ୟବଂଶୀ’…