Browsing Tag

roof collapsed

ପଞ୍ଜାବ ଅମୃତଶରରେ ଭୁଶୁଡିଲା ବିଲ୍ଡିଂର ଛାତ, ଗୋଟିଏ ପରିବାରର ୩ମୃତ

ପଞ୍ଜାବ: ପଞ୍ଜାବର ଅମୃତଶରରେ ଅଘଟଣ । ଭୁଶୁଡି ପଡିଲା ଏକ ବିଲ୍ଡିଂର ଛାତ । ଯାହାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଅମୃତଶର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ…