Browsing Tag

ropeway

ତ୍ରିକୂଟ ରୋପୱେ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା କମ୍ପାନୀ

ଝାଡ଼ଖଣ୍ଡ: ଦେଓଘରର ତ୍ରିକୂଟ ପର୍ବତ ପରେ ନିର୍ମିତ ରୋପୱେରେ ଏପ୍ରିଲ ୧୦ରେ ହୋଇଥିବା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନକୁ ରୋପୱେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଶନିବାର ଦିନ ରୋପୱେ କମ୍ପାନୀ ପକ୍ଷରୁ ୩ ଜଣ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ…

ସୁବର୍ଣ୍ଣପୁର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ ହେବ ରୋପ୍‌ ୱେ , ଭକ୍ତଙ୍କ ପାଇଁ ସହଜ ହେବ ଜଗନ୍ନାଥଙ୍କ ଗୁମ୍ଫା…

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର । ଭକ୍ତଙ୍କ ସୁବିଧା ପାଇଁ ଜଗନ୍ନାଥଙ୍କ ପ୍ରସିଦ୍ଧ ଏହି ପୀଠରେ ରୋପ ୱେ ହେବ । ଛଳିଆ ପାହାଡର ପାଦ ଦେଶରୁ ପାହାଡର ଗୁମ୍ଫା ପର୍ଯ୍ୟନ୍ତ ୫ଶହ ୩୪ମିଟର ରୋପ ୱେ ତିଆରି ହେବ । ଏନେଇ ପ୍ରକଳ୍ପର…