Browsing Tag

rourkela firing

ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ,ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା

ରାଉରକେଲା(କେନ୍ୟୁଜ୍):  ଷ୍ଟିଲ୍‌ ସିଟିରେ ଫୁଟିଲା ଗୁଳି । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ । ଘର ଆଗରେ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୋରେ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ଛାତି, କାନ୍ଧ ଓ ହାତରେ ଗୁଳି…