Browsing Tag

rpf jawan

ଚଳନ୍ତା ଟ୍ରେନ ଓ ପ୍ଲାଟଫର୍ମ ମଝିରେ ପଡ଼ିଯାଇଥିଲେ ଯାତ୍ରୀ, ଦେବଦୂତ ସାଜି ଜୀବନ ବଞ୍ଚାଇଲେ RPF ଯବାନ

ରେଳ ଷ୍ଟେସନରେ ଯେତେବେଳେ ଟ୍ରେନ ରହିଥାଏ ସେତେବେଳେ ଅନେକ ଯାତ୍ରୀ ସଙ୍ଗେ ସଙ୍ଗେ ଟ୍ରେନ ଭିତରକୁ ଯିବା ପାଇଁ ଚାହିଁଥାନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। ଟ୍ରେନ ଚାଲୁଥିବା ସମୟରେ ଟ୍ରେନ ଭିତରକୁ ଏଣ୍ଟ୍ରି କଲେ ଅନେକ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ। ଲୋକଙ୍କର ମୃତ୍ୟୁ ହେବାର ଖବର…

ଆରଫିଏଫ ଯବାନଙ୍କ ପାଇଁ ଦୁଇ ମହିଳା ପାଇଲେ ନୂଆ ଜୀବନ, ବଡ଼ ଦୁର୍ଘଟଣାରୁ କଲେ ରକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ନୂଆ ଜୀବନ ପାଇଲେ ୨ ଟ୍ରେନ ଯାତ୍ରୀ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ RPF ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ…

ଚଳନ୍ତା ଟ୍ରେନରେ ଚଢ଼ିବାକୁ ଯାଇ ଟ୍ରେନ ଲାଇନରେ ଫସିଗଲେ ଏହି ଯାତ୍ରୀ, ଦେଖନ୍ତୁ ତା’ ପରେ କ’ଣ ଘଟିଲା,…

ଚଳନ୍ତା ଟ୍ରେନରେ ଚଢ଼ିବାକୁ ପ୍ରୟାସ କରୁଥିବା ବେଳେ ଘଟିଲା ବଡ଼ ଅଘଟଣ। ଯାହା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଆଗକୁ ଯାଉଛନ୍ତି। କିନ୍ତୁ ସେହି ସମୟରେ ନିଜ ମୃତ୍ୟୁର ସାମ୍ନା କରିଛନ୍ତି। ତାଙ୍କୁ ରକ୍ଷା କରିବାକୁ…

ଛତିଶଗଡ଼ରେ ନୟାଗଡ଼ର ଓଡିଆ RPF ଯବାନ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର, କହିଲେ ମାରିଦିଆଯାଇଛି

ନୟାଗଡ଼(କେନ୍ୟୁଜ୍): ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର । ତାଙ୍କ ପୁଅକୁ ହତ୍ୟା କରାଯାଇଛି ଓ ଏହା ଆତ୍ମହତ୍ୟା ନୁହେଁ ବୋଲି ଦାବି କରିଛନ୍ତି, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ଆଲୋକ ସାହୁଙ୍କ ପରିବାର। ଛତିଶଗଡ଼ରେ ରେଳ ସୁରକ୍ଷା କର୍ମଚାରୀ ଭାବେ ଦେଢ ବର୍ଷ ହେବ ଚାକିରି…

ଆର୍‌ପିଏଫ୍‌ ଯବାନ ସାଜିଲେ ଦେବଦୂତ, ମୃତ୍ୟୁମୁଖରୁ ଦିବ୍ୟାଙ୍ଗଙ୍କୁ ଏମିତି ବଞ୍ଚାଇଲେ; ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରରେ ଜଣେ ଆରପିଏଫ୍‌ ଯବାନ ଜଣେ ଦିବ୍ୟାଙ୍ଗଙ୍କ ଜୀବନ ବଞ୍ଚାଇଛନ୍ତି। ଦିବ୍ୟାଙ୍ଗ ଜଣକ ଚଳନ୍ତା ଟ୍ରେନ୍‌ ଧରିବାକୁ ଚେଷ୍ଟା କରୁଥିଲେ, ମାତ୍ର ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଟ୍ରେନ୍‌ ତଳକୁ ଆସିବା ଭୟ ଥିଲା। ଏହି ସମୟରେ ଆରପିଏଫ୍‌ ଯବାନ ଦେବଦୂତ ସାଜି ସେଠାରେ ପହଞ୍ଚି ତାଙ୍କ ଜୀବନ…

ଟ୍ରାକରେ ପାର ହେଉଥିଲେ ବ୍ୟକ୍ତି, ହଠାତ୍ ଦ୍ରୁତ ଗତିରେ ଆସିଗଲା ଟ୍ରେନ୍ ! ଦେବଦୂତ ସାଜିଲେ RPF ପୋଲିସ, ଦେଖନ୍ତୁ…

ବେଳେବେଳେ ପୋଲିସ ଏମିତି କାମ କରିଦିଅନ୍ତି ଆମେ ତାଙ୍କୁ ପ୍ରଶଂସା ନକରି ରହିପାରନ୍ତି ନାହିଁ। ମୁମ୍ବାଇର ଥାଣେ ରେଲୱେ ଷ୍ଟେସନରେ ଏକ ଏମିତି ଦୁର୍ଘଟଣା ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ। ରେଲୱେ ପୋଲିସ ଫୋର୍ସ (ଆରପିଏଫ)ର ଜଣେ କନଷ୍ଟେବଲ ନିଜ ଜୀବନକୁ ବାଜି ଲଗାଇ ରେଲୱେ ଟ୍ରାକରୁ…