Browsing Tag

rto

ଦୁର୍ଘଟଣାରୁ ରକ୍ଷା କରିବ ପ୍ୟାନିକ ବଟନ: ଖୁବ ଶୀଘ୍ର ଆରମ୍ଭ ହେବ ଏହି ବ୍ୟବସ୍ତା, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା…

ବର୍ତ୍ତମାନ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍ ଓ ପାନିକ୍ ବଟନ୍, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ। ବର୍ତ୍ତମାନ ସଡ଼କ ସୁରକ୍ଷା ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ ଆସିଛି ହାଇ ସିକ୍ୟୁରିଟି ନମ୍ବର…

MoRTH: RTO ର ୫୮ ଟି ସୁବିଧା ବର୍ତ୍ତମାନ ଘରେ ବସି ପାଇବେ, ଡ୍ରାଇଭିଂ ଲାଇସେନ୍ସର ସବୁ ସୁବିଧା ପାଇଁ ଦୌଡିବାକୁ ପଡ଼ିବ…

ଗାଡ଼ି ଚାଳକଙ୍କ ପାଇଁ ରହିଛି ଖୁସି ଖବର। କାରଣ ବର୍ତ୍ତମାନ ଆପଣ ଘରେ ବସି RTO ସହିତ ଜଡିତ ସବୁ ସୁବିଧା ପାଇବେ। ଯାହା ଲୋକଙ୍କ ସମୟ ବଞ୍ଚାଇବ। ଏହାଦ୍ୱାରା ଦ୍ଵାରା ଆପଣଙ୍କ ଅସୁବିଧା ମଧ୍ୟ ହ୍ରାସ ପାଇବ। ଆପଣକୁ ଆଉ ବାରମ୍ବାର ଆରଟିଓ କାର୍ଯ୍ୟାଳୟର ଯିବାକୁ ପଡିବ ନାହିଁ। ଏହା ମଧ୍ୟ ସରକାରଙ୍କ…

ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ, ୧ ଜୁଲାଇରୁ ବଦଳିବ ଏହି ନିୟମ

କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦା ସାଧାରଣ ଲୋକଙ୍କ ପାଇଁ ହେବ। ଏଥିପାଇଁ ଆଉ କାହାରିକୁ ଆରଟିଓର ଚକ୍କର କାଟିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ଏନେଇ ନୂଆ ନିଷ୍ପତ୍ତି ବାହାର…

ଘରେ ବସି ଆପ୍ଲାଏ କରନ୍ତୁ ଡ୍ୟୁପ୍ଲିକେଟ RC ଫର୍ମ, ଜାଣନ୍ତୁ ସହଜ ଷ୍ଟେପ

ଏହା ସମସ୍ତଙ୍କୁ ଜଣା ଯେ ବିନା ଡ୍ରାଇଭିଂ ଲାଇସେନ୍ସରେ ଡ୍ରାଇଭ କଲେ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାସହ ଗାଡ଼ି ଚଲାଇବା ସମୟରେ ପାଖରେ ଜରୁରୀ ଡକ୍ୟୁମେଣ୍ଟସ ଥିବା ଆବଶ୍ୟକ। ଯେମିତିକି ଆରସି ମାନେ ରେଜିଷ୍ଟ୍ରେସନ…

Driving License ପାଇଁ RTO ଅଫିସ ଯିବାର ଆବଶ୍ୟକ ନାହିଁ, ଏଣିକି ଅନଲାଇନରେ ହେବ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଓ ତା’ର ରିନ୍ୟୁଅଲ ପାଇଁ ନୂଆ ଗାଇଡଲାଇନ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ଆପଣଙ୍କୁ Learner’s license ମିଳିବ। ଆପ୍ଲିକେସନ ଓ ପ୍ରିଣ୍ଟିଂର ସବୁ ପ୍ରକ୍ରିୟା ଅନଲାଇନ…

RTO ଅଫିସ୍ ନ ଯାଇ ବି ଏହି ୧୮ ସେବାକୁ ଘରେ କରିପାରିବେ ଆପଣ, ପଢ଼ନ୍ତୁ ପୂରା ପ୍ରୋସେସ୍‌

ଆଜି ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଏବେ ଯେପରି ଖରା ଆଉ ଗରମ ହେଉଛି ଆପଣଙ୍କ ଘରୁ ବାହାରିବା ମୁସକିଲ ହେଇପଡୁଛି। ତେଣୁ ଆପଣଙ୍କ ଏଇ ସମସ୍ୟାକୁ ଲକ୍ଷ୍ୟ କରି ଆମେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ନେଇ ଆସିଛୁ। ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ନେବା ପାଇଁ ଆଉ ଆରଟିଓର ଚକ୍କର…

ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

କଟକ (କେନ୍ୟୁଜ୍) : ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌ । କଟକ ସମେତ ୮ଟି ଆରଟିଓରେ ଲାଗୁ ହେବ ଟୋକନ ବ୍ୟବସ୍ଥା । ଏସ୍‌ଟିଏ ଓ ଏନ୍‌ଏସ୍‌ଆଇସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର, ଯେକୌଣସି କାମ ପାଇଁ ଟୋକନ୍‌ ଦିଆଯିବ ।…

ସ୍ମାର୍ଟସିଟିରେ ନକଲି ଆରଟିଓଙ୍କ ଫାଇନ ଅସୁଲି, ଧରାପଡି ହେଲେ ହଟହଟା

ଭୁବନେଶ୍ବର(କେନ୍ୟୁଜ୍): ନକଲି  ଆରଟିଓ କରୁଥିଲେ ଫାଇନ ଆଦାୟ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗିରଫ କରିଛି କମିଶନରେଟ  ପୋଲିସ। ସୂଚନା ମୁତାବକ ଦୁଇ ଜଣ ଯୁବକ ନିଜକୁ ଆରଟିଓ ଦର୍ଶାଇ ନୟାପଲ୍ଲୀ ଫ୍ଲାଏ ଓଭର ଉପରେ ମାଲ ବୋଝେଇ ଟ୍ରକମାନଙ୍କଠାରୁ ଫାଇନ ଆଦାୟ କରୁଥିଲେ। ଯାହାର…

ଗାଡି ଚାଳକଙ୍କ ପାଇଁ ଖୁସି ଖବର : ଜୁନ ୩୦ ଯାଏଁ ଘୁଂଚିଲା ଡିଏଲ, ପରମିଟ ଓ ଫିଟନେସ୍ ନବୀକରଣ ଅବଧି

କାରୋନା ଭାଇରସ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ଥିବାବେଳେ ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ଆସ୍ୱସ୍ତି ଦେଇଛନ୍ତି ସରକାର। କାରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାର ସେହି ଗାଡି ମାଲିକଙ୍କୁ ଆସ୍ୱସ୍ତି ଦେଇଛନ୍ତି ଯେଉଁମାନଙ୍କର ଗାଡି…