Browsing Tag

rto broker arrested

ଯାଜପୁର : ଆରଟିଓ ଅଫିସ୍‌ରୁ ଦଲାଲକୁ ବାନ୍ଧିଲା ପୋଲିସ୍‌

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ସ୍ଥାନୀୟ ଆରଟିଓ ଅଫିସ୍‌ରୁ ଜଣେ ଦଲାଲକୁ ପୋଲିସ୍‌ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ। ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଂଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…