Browsing Tag

rto collects rs 28 lakh tax

ମହଙ୍ଗା କାର ମାଲିକଙ୍କ ଠାରୁ RTO ଆଦାୟ କଲା ୨୮ ଲକ୍ଷ ଟଙ୍କାର ଟ୍ୟାକ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅହମଦାବାଦର ଆରଟିଓ ବିଭାଗ ଜଣେ ମହଙ୍ଗା କାର ମାଲିକ ରଣଜିତ ଦେଶାଇଙ୍କ ନିକଟରୁ ୨୮ ଲକ୍ଷ ଟଙ୍କାର ଟ୍ୟାକ୍ସ ଆଦାୟ କରିଛନ୍ତି । ଅହମଦାବାଦ ଆରଟିଓ ସହରରେ ଟ୍ୟାକ୍ସ ନଦେଇ ବୁଲୁଥିବା ଗାଡି ମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲେ ଯେଉଁଥିରେ ସହରର ପୋଷ ଏରିଆରେ ବୁଲୁଥିବା ମହଙ୍ଗା ଲକ୍ଜୁରୀ…