Browsing Tag

rto office will be open in holiday

ପରିବହନ ଅଧିକାରୀଙ୍କ ଛୁଟି ବାତିଲ, ଛୁଟି ଦିନରେ ଖୋଲା ରହିବ ଅଫିସ୍‌

ତିନି ମାସ ପାଇଁ ମୋଟର ଯାଞ୍ଚ ନିୟମ କୋହଳ ହେବା ପରେ ତତ୍ପରତା । ପରିବହନ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟି ଦିନରେ ମଧ୍ୟ ଅଫିସ୍‌ ଖୋଲାଯିବ । ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…