Browsing Tag

rto open

ଦଶହରାରେ ଖୋଲା ରହିବ RTO ଅଫିସ୍, ଗାଡି ରେଜିଷ୍ଟ୍ରେସନ କରାଯିବ

କେନ୍ୟୁଜ୍(ବ୍ୟୁରୋ): ଦଶହରାରେ ଖୋଲା ରହିବ RTO ଅଫିସ୍।  ଛୁଟି ଦିନ ହୋଇଥିଲେ ମଧ୍ୟ ଗାଡି ରେଜିଷ୍ଟ୍ରେସନ କରାଯିବ । ୨୪ ଓ ୨୬ ତାରିଖରେ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ ଖୋଲା ରହିବ । ଏଥିପାଇଁ ଆରଟିଓ କର୍ମଚାରୀଙ୍କ ରୋଷ୍ଟର ବ୍ୟବସ୍ଥା କରିବେ । ଏ ସଂପର୍କରେ ସେମାନେ ଡିଲରଙ୍କୁ ଅବଗତ…