Browsing Tag

rugby championship

ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପ୍: ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକା ହାତେଇଲେ ବ୍ରୋଞ୍ଜ

ଭୁବନେଶ୍ବର(କେନ୍ଯୁଜ୍): ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପରେ ଓଡ଼ିଶା ବାଳକ ଦଳ ଜିତିଛି ସ୍ୱର୍ଣ୍ଣ। ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। କ୍ୟାମ୍ପସ ୧୩ର କିଟ୍‌ ରଗବୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ୧୮ ବର୍ଷରୁ ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପ।…