Browsing Tag

rukmini bibaha

ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ହାତରେ ଦେଇ ଶାଶୁଘରକୁ ବିଦା କଲେ ଗାଁ ଲୋକେ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । ସତେ ଯେମିତି ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ହରିନାମରେ ହୋଇଛନ୍ତି ମସଗୁଲ। ଖାଲି ଯେ ଗାଁର ଲୋକ ତା ନୁହେଁ, ଆଖପାଖ ଗାଁର…