Browsing Tag

rukuna ratha

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଆଜି ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ ପରେ ୮ଟା ୩୦ରେ ରୋଷ ହୋମ ଓ ପାକ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ): ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଆସନ୍ତା ୧୩ ତାରିଖରେ ବାହୁଡ଼ା। ଏଥିପାଇଁ ଆଜି ଓ ୧୩ ତାରିଖ ଦିନ ମାଉସୀ ମାଆ ଛକ ଠାରୁ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରୁ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଅପରାହ୍ନ ୧୨ଟା ୩୦ରୁ…

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ କଟକଣା ଲାଗୁ: ଆସନ୍ତା ୯ ଓ ୧୩ରେ ମାଉସୀ ମା’ ଛକ-ରଥ ରୋଡ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର(କେନ୍ୟୁଜ୍):  କମିସନରେଟ୍‌ ପୋଲିସ ପକ୍ଷରୁ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ନଜରରେ ରଖି କିଭଳି ସୁଚାରୁରୂପେ ପରିଚାଳନା କରିହେବ ସେନେଇ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି।…

ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଲା ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ସଅଳ ବାହୁଡିଲା ରୁକୁଣା ରଥ।  ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ରାମେଶ୍ବର ବା ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଛି ।  ଅପରାହ୍ନ ସାଢେ ଗୋଟେ ବେଳେ ଆରମ୍ଭ ହୋଇ ଥିଲା ରଥଟଣା । ସଟଡାଉନ୍  ଯୋଗୁଁ  ଗୋଟିଏ ଦିନରେ ରଥ…

ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ, ଉପରେ ୨୫ ଓ ତଳେ ରହିବେ ୧୦୦ ସେବାୟତ

ଭୁବନେଶ୍ବର: ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । କେବଳ ନୀତାକାନ୍ତିରେ ହେବ ରଥଯାତ୍ରା। ସାଢେ ୩ଟାରୁ ଆରମ୍ଭ ହେବ ରଥଟଣା। ୨୦୨୦ରେ ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା ରଥଯାତ୍ରା ହେବ । ରଥ ଉପରେ ୨୫ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ।…

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା, ରଥଦାଣ୍ଡକୁ ୧୪୪ ଧାରା ଜାରି କରିବ କମିସନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏହାକୁ ଆଖି ଆଗରେ ରଖି ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି ପୋଲିସ…

ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାରେ ସାମିଲ ହେବେନି ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ପାଳନ ହେବ ରଥଯାତ୍ରା । ଏନେଇ BMC ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଥଯାତ୍ରା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ…

ଲକ୍‌ଡାଉନ୍‌ରେ ଅଟକି ଯିବ ଲିଙ୍ଗରାଜଙ୍କ ରୁକୁଣା ରଥ ? ଏବେବି ସେବାୟତ କହୁଛନ୍ତି ଆମକୁ କିଛି ସ୍ପଷ୍ଟ ଭାବେ କୁହାଯାଇ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ଅଶୋକାଷ୍ଟମୀ । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା । ଏଥିପାଇଁ ରଥ ନିର୍ମାଣ କାମ ବି ସରି ଆସିଲାଣି । ହେଲେ ମନ୍ଦିର ସେବାୟତ ଏବେବି ଆଶଙ୍କାରେ ରଥଯାତ୍ରା ହେବ କି ନାହିଁ । କାରଣ କରୋନା ବ୍ୟାପିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ…