Browsing Tag

rule for making idol of god

ଶାସ୍ତ୍ରାନୁସାରେ ଏହିସବୁ ଗଛର କାଠରେ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ କରାଯାଇଛି ବାରଣ

ଭଗବାନଙ୍କ ମୂର୍ତ୍ତିକୁ ସୁନା, ରୂପା, ପିତ୍ତଳ, ମାଟି, କାଠ ଆଦିରେ ତିଆରି କରାଯାଏ। ହିନ୍ଦୁ ପରମ୍ପରାରେ ଏହି ନିୟମ କାହିଁ କେଉଁ ଆଦିମ କାଳରୁ ଚାଲି ଆସିଛି। ବିଭିନ୍ନ ଦେବଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ଦେଖି ପୂଜା କରିବା ନିମନ୍ତେ ସେମାନଙ୍କ ମୂର୍ତ୍ତିକୁ ଅଧିକାଂଶ ସ୍ଥାନରେ ମାଟି…