Browsing Tag

rule violation

ଲକ୍‌ ଡାଉନ୍‌ ବି ମାନୁନାହନ୍ତି ଲୋକେ, ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ

କେନ୍ୟୁଜ୍(ବ୍ୟୁରୋ):  ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ନିୟମ ଖିଲାପ କରିଥିବାରୁ ୧୩୭ ଜଣ ଓ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍‌ 19 ନିୟମାବଳୀ ଉଲଂଘନ ନେଇ ଅନ୍ୟ ୭ଟି…