Browsing Tag

ruled out

ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ ରୋହିତ ଶର୍ମା, କେବେ ଦଳକୁ ଫେରିବେ ଜଣା ନାହିଁ

ମୁମ୍ବାଇ : ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା । ଓପ୍ନର ତଥା ଉପଅଧିନାୟକ ରୋହିତ ଶର୍ମା ଚଳିତ ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ । ସେ ଗତକାଲି ଚତୁର୍ଥ ଟି-୨୦ ମ୍ୟାଚ୍‌ ବେଳେ ଆହତ ହେବା ଯୋଗୁଁ ଦଳରୁ ବାଦ୍‌ ପଡ଼ିଛନ୍ତି । ଗତକାଲି ବ୍ୟାଟିଂ କଲା ବେଳେ ରୋହିତଙ୍କ…