Browsing Tag

RUN MACHINE SMRITI MANDHANA

‘ସ୍ମୃୃତି’ ଏକ ରୁପା ଜହ୍ନ : ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌

ଖବର କାଗଜରେ ନାଁ ଦେଖିବାର ଲୋଭ ତାଙ୍କୁ ଖୁବ୍‌ ଘାରିଥିଲା । ବାପା ଓ ଭାଇ ଥିଲେ ଜିଲ୍ଲାସ୍ତରର କ୍ରିକେଟ୍‌ ଖେଳାଳି । ପୁଣି ଭାଇଙ୍କ ପାଖରେ ଥିଲା ରାହୁଲ ଦ୍ରାବିଡ଼ଙ୍କ ଅଟୋଗ୍ରାଫ୍‌ ଥିବା ବ୍ୟାଟ୍‌ । ଏସବୁ ଘଟଣା ତାଙ୍କୁ ଟାଣି ଆଣିଥିଲା କ୍ରିକେଟ୍‌ ପଡ଼ିଆକୁ । ପରେ ସେ ଭାଇଙ୍କ ପ୍ରେରଣା ଏବଂ…