Browsing Tag

running side effects

ଦୌଡ଼ିବା ବି ସବୁବେଳେ ଶରୀର ପାଇଁ ହୋଇନଥାଏ ଭଲ, ମହିଳାଙ୍କ ପାଇଁ ହୋଇପାରେ ଏହି ସବୁ ଅସୁବିଧା

କୁହାଯାଏ ଦୌଡ଼ିବା ଏକ ଭଲ ବ୍ୟାୟାମ । ହେଲେ ସବୁବେଳେ ଦୌଡ଼ିବା ବି ଶରୀର ପାଇଁ ହୋଇପାରେ ଖରାପ । ବିଶେଷକରି ମହିଳାଙ୍କ ପାଇଁ ଏହା ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରିପାରେ । ଦୌଡ଼ିବା ବ୍ୟାୟାମ ମହିଳାଙ୍କ ବ୍ରେଷ୍ଟ ଠୁ ୟୁଟରସ୍‌ ପର୍ଯ୍ୟନ୍ତ ସବୁଠି ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଅଧିକ…