Browsing Tag

running train

ବ୍ରହ୍ମପୁର ରେଳ ଷ୍ଟେସନରେ ଅଭାବନୀୟ ଘଟଣା, ୨ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ୨ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ । ଘଟଣା ପରେ ମା’ ପ୍ରାଣ ହରାଇଥିବା ବେଳେ ୨ ଝିଅ ଗୁରୁତର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଝିଅଙ୍କୁ MKCGରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କଟକ ସ୍ଥାନାନ୍ତର…